Heavy Rain: ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ;ପାତ୍ରପୁର ବ୍ଲକ୍ ରେ ୨୦ରୁ ଅଧିକ ଗାଁକୁ ଯାତାୟତ ବନ୍ଦ
ଗଞ୍ଜାମ: ବାତ୍ୟା 'ମୋନ୍ଥା' ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ଦୁର୍ଗମ ପାହାଡ ଅଞ୍ଚଳରେ ପ୍ରବଳ ବର୍ଷା ଫଳରେ ମାଟି ଅତଡ଼ା ଧସିଥିବାର ଖବର ଆସିଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ରେ ବର୍ଷା ଯୋଗୁଁ ଧସିଲା ମାଟି ଅତଡା । ତାଡ଼କା ସାହି ଠାରୁ ଆଙ୍କୁଲି…