Latest Odisha News

BREAKING NEWS

Yearly Archives

2025

No gift Policy: ପର୍ବପର୍ବାଣୀରେ ‘ନୋ ଗିଫ୍ଟ’ ପଲିସି ଆପଣେଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ପାର୍ବଣ ଋତୁରେ 'ନୋ ଗିଫ୍ଟ' ପଲିସି ଅପଣେଇଲେ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଗୁ କଲେ ‘ନୋ ଗିଫ୍ଟ ପଲିସି’। ପର୍ବପର୍ବାଣୀ ସମୟରେ ଉପହାର ନେଇ ଆସିବାକୁ କଲେ ମନା। ଏନେଇ ​ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ପର୍ବପର୍ବାଣୀ ସମୟରେ ଭାରତ ସରକାରଙ୍କ…

Boat Tragedy: ମୋଜାମ୍ବିକରେ ମର୍ମନ୍ତୁଦ ଦୁର୍ଘଟଣା: ଡଙ୍ଗା ବୁଡ଼ି ୩ ଭାରତୀୟ ମୃତ ଓ ୫ ନିଖୋଜ

ନୂଆଦିଲ୍ଲୀ: ମୋଜାମ୍ବିକରେ ଏକ ଦୁଃଖଦ ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଡଙ୍ଗା ବୁଡ଼ିଯିବାରୁ ଘଟଣାସ୍ଥଳରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଞ୍ଚ ଜଣ ନିଖୋଜ ଅଛନ୍ତି। ବେଇରା ବନ୍ଦର ଉପକୂଳରୁ ଏକ ଜାହାଜକୁ ଟ୍ୟାଙ୍କର୍ କ୍ରୁ ସଦସ୍ୟଙ୍କ ଏକ…

Khawaja Asif: “ନିଜ ଦେଶକୁ ଫେରିଯାଆନ୍ତୁ”, ଆଫଗାନିସ୍ତାନକୁ କଡ଼ା ଚେତାବନୀ ଦେଲା ପାକିସ୍ତାନ, ଭାରତ…

ନୂଆଦିଲ୍ଲୀ: ଯୁଦ୍ଧବିରତି ମାନୁନି ପାକିସ୍ତାନ । ଆଫଗାନିସ୍ତନରେ କରୁଛି ଆକ୍ରମଣ । ବଢୁଛି ଦୁଇ ପଡୋଶୀ ଦେଶ ମଧ୍ୟରେ ଉତ୍ତେଜନା । ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏବେ ସ୍ଥିତି ଅଧିକ ଖରାପ ହୋଇଥିବା ବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପୁଣି ଆପଗାନିସ୍ତାନକୁ…

Fire Erupts on Garib Rath Train: ଗରିବ ରଥ ଟ୍ରେନ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ

ଚଣ୍ଡିଗଡ଼: ପଞ୍ଜାବରେ ବଡ଼ ଧରଣର ଟ୍ରେନରେ ଅଗ୍ନିକାଣ୍ଡ। ସରହିନ୍ଦ ଷ୍ଟେସନରେ ଅମୃତସର-ସହରସା ଟ୍ରେନ୍‌ରେ ଲାଗିଲା ନିଆଁ। ଶନିବାର ସକାଳେ ଧନତେରସ ଅବସରରେ ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପଞ୍ଜାବର ସରହିନ୍ଦ ଷ୍ଟେସନ ନିକଟରେ ପହଞ୍ଚିବା ମାତ୍ରେ…

ପୁଣି ଲଜ୍ଜା! ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ପୀଡିତାଙ୍କ ଘର ବିହାରରେ। ନାବାଳିକା ଜଣଙ୍କ ଏବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁରେ ଅଛନ୍ତି।…

Pitabas Panda Murder Case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, କର୍ପୋରେଟରଙ୍କୁ ଉଠାଇନେଲା ପୋଲିସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରୋମାଞ୍ଚକର ମୋଡ଼। ନୋଟିସ ଦେଇ ଛାଡିଥିବା କର୍ପୋରେଟରଙ୍କୁ ରାତି ଅଧିଆ ଉଠାଇନେଲା ପୋଲିସ। ବାହାର ରାଜ୍ୟରୁ ଧରା ପଡ଼ିଥିବା ୮ ଅଭିଯୁକ୍ତଙ୍କ ସହ ସେହି କର୍ପୋରେଟରଙ୍କର କଣ ସମ୍ପର୍କ ରହିଛି ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି।…

Pak Afghan Clash: ପାକିସ୍ତାନ ଆକ୍ରମଣରେ ଚାଲିଗଲା ୩ ଆଫଗାନିସ୍ତାନ କ୍ରିକେଟରଙ୍କ ଜୀବନ, ଟ୍ରାଇ-ସିରିଜରେ ଖେଳିବାକୁ…

ନୂଆଦିଲ୍ଲୀ: ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଆଫଗାନିସ୍ତାନ ସମ୍ପର୍କ ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛି। ତଥାପି କତାର ମଧ୍ୟସ୍ଥତାରେ ଏକ ଯୁଦ୍ଧବିରତି ଲାଗିଯାଇଛି। ହେଲେ ଏବେବି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ସମ୍ପ୍ରତି ପାକିସ୍ତାନ ବିମାନ ଆକ୍ରମଣରେ…

Naxal Surrender: ନକ୍ସଲ ନିପାତ ଅଭିଯାନକୁ ବଡ଼ ସଫଳତା, ଆତ୍ମସମର୍ପଣ କଲେ ୨ ହାର୍ଡକୋର୍ ମାଓବାଦୀ

ରାଞ୍ଚି: ନକ୍ସଲ ନିପାତ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଝାଡ଼ଖଣ୍ଡ ଚତରା ଥାନାରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର୍ ନକ୍ସଲ। ଟିଏସପିସି ଏରିଆ କମାଣ୍ଡର କୁଲଦୀପ ଓ ରୋହିଣୀ ଗଞ୍ଜୁଙ୍କ ଆତ୍ମସମର୍ପଣ। ଗୋଟିଏ SLR ବନ୍ଧୁକ, ଗୋଟିଏ ସେମି ରାଇଫଲ୍ ଓ ୨୦୦ଟି ଗୁଳି ଜବତ କରାଯାଇଛି। କୁଲଦୀପ ନାଁରେ…

Similipal Reopen: ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ ପାଇଁ ମିଳିଲା ଅନୁମତି

ମୟୂରଭଞ୍ଜ: ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସି ଖବର । ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ। ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ ପାଇଁ ମିଳିଲା ଅନୁମତି। ପିଠାବଟା ଓ କାଳିଆଣି ଫାଟକରେ ପର୍ଯ୍ୟଟକ କରିବେ ପ୍ରବେଶ। ଜୁଲାଇ ୧ରୁ ପ୍ରବେଶ ଉପରେ ଲାଗିଥିଲା କଟକଣା। ଶିମିଳିପାଳ ବ୍ୟାଘ୍ର…

Nuapada By-Election: ନିର୍ବାଚନ ମଇଦାନରେ ବିଗ୍ ଫାଇଟ୍, କମ୍ପିବ ନୂଆପଡ଼ା

ନୂଆପଡ଼ା: ନୂଆପଡା ଉପନିର୍ବାଚନ ମଇଦାନରେ ବିଗ୍ ଫାଇଟ୍। ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଏଥିପାଇଁ ବିଜେପି ମେଗା ସୋ ଆୟୋଜନ କରିଛି। କମ୍ପିବ ନୂଆପଡ଼ା। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନାମାଙ୍କନ ଦାଖଲ କରିବେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି…