Latest Odisha News

BREAKING NEWS

Yearly Archives

2025

Sultan of Johor Cup 2025: ମାଲେସିଆକୁ ହରାଇ ଫାଇନାଲରେ ଭାରତ; ଆଜି ଟ୍ରଫି ଟକ୍କର

ନୂଆଦିଲ୍ଲୀ: ମାଲେସିଆର ଜୋହରରେ ଚାଲିଥିବା ସୁଲତାନ ଅଫ୍ ଜୋହର କପ୍ ୨୦୨୫( Sultan of Johor Cup 2025)ର ଶେଷ ପୁଲ-ଷ୍ଟେଜ ମ୍ୟାଚରେ ଭାରତୀୟ ଜୁନିଅର ପୁରୁଷ ହକି ଦଳ (Indian Junior Men’s Hockey Team) ସାନଦାର୍ ପ୍ରଦର୍ଶନ କରିଛନ୍ତି  ଓ ମାଲେସିଆକୁ ୨-୧ ଗୋଲରେ ପରାସ୍ତ କରିଛି ଟିମ୍…

PM Modi meets Sri Lankan PM: ମୋଦୀଙ୍କୁ ଭେଟିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ; ଏହି ପ୍ରସଙ୍ଗରେ କଲେ…

ନୂଆଦିଲ୍ଲୀ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହରିନୀ ଅମରସୁରିଆ (Sri Lankan PM Harini Amarasuriy) ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ। ଦୁଇ ନେତା ବିକାଶ ପ୍ରସଙ୍ଗରେ ସହଯୋଗ ଏବଂ ଭାରତୀୟ ମତ୍ସ୍ୟଜୀବୀଙ୍କ କଲ୍ୟାଣ…

ପାକିସ୍ତାନ ଓ ଆଫଗାନିସ୍ତାନ ଅସ୍ତ୍ରବିରତି ସମୟ ବୃଦ୍ଧି; ଆଲୋଚନା ଶେଷ ନ ହେବା ଯାଏଁ ଅସ୍ତ୍ରବିରତି ଲାଗୁ ରହିବ

କାବୁଲ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ହେଲା ଅସ୍ତ୍ରବିରତି ସମୟ ସୀମା । ବୁଧବାର ଏହା ୪୮ ଘଣ୍ଟା ଥିବାବେଳେ, କତରର ଦୋହାରେ ହେବାକୁ ଥିବା ଆଲୋଚନା ସଂପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଅସ୍ତ୍ରବିରତି ଲାଗୁ ରହିବ ବୋଲି ନିଷ୍ପତ୍ତି ହୋଇଛି । ତେବେ ବୈଠକରେ ଯୋଗଦେବାକୁ ଦୋହାରେ…

ଜୋରାୱର ଟ୍ୟାଙ୍କରୁ ନାଗ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଶତ୍ରୁ ଦେଶର ଉଡେଇବ ହୋସ୍..

ନୂଆଦିଲ୍ଲୀ: ଭାରତ ନିରନ୍ତର ତାର ସାମରିକ କ୍ଷମତାକୁ ସୁଦୃଢ଼ ​​କରିବା ପାଇଁ କାର୍ଯ୍ୟ କରୁଛି । ଏହାକୁ ଦୃଷ୍ଟିରେ ରଖି, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ଜୋରାୱର ଟ୍ୟାଙ୍କ Nag-Mk-II କ୍ଷେପଣାସ୍ତ୍ର ସହିତ ତାର ପରାକ୍ରମ ପ୍ରଦର୍ଶନ କରିଛି । ବିଶେଷ କଥା…

୮ବର୍ଷ ପରେ ଏହି ୬ ଜିଲ୍ଲାରେ ହେବ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା; ଉପକୃତ ହେବେ ମତ୍ସ୍ୟଜୀବୀ

ପୁରୀ: ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜିବୀ ଜନଗଣନା ୨୦୨୫ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ହେବ । ଆସନ୍ତା ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଥାଉକି, ଦୀର୍ଘ ୮ ବର୍ଷ ପରେ ହେବାକୁ ଯାଉଛି ପଞ୍ଚମ ରାଷ୍ଟ୍ରୀୟ…

ଭାରତକୁ ପ୍ରତ୍ୟାର୍ପଣ କରିବ ପିଏନବି ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି

ନୂଆଦିଲ୍ଲୀ: ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ବିରୋଧରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି । ବେଲଜିୟମର ଏଣ୍ଟୱର୍ପର ଏକ କୋର୍ଟ ଶୁକ୍ରବାର ଚୋକସିଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଛନ୍ତି । କୋର୍ଟ ଭାରତର…

ନୂଆପଡ଼ା ଉପନିର୍ବାଚନ; ୪୦ ଜଣିଆ ପ୍ରଚାରକ ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ୪୦ ଜଣିଆ ପ୍ରଚାରକ ତାଲିକା । ଷ୍ଟାର ପ୍ରଚାରକ ତାଲିକାରେ ବହୁ ଜାତୀୟ ନେତା ରହିଛନ୍ତି । ତାଲିକା ଅନୁସାରେ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର ମଙ୍ଗ ସମ୍ଭାଳିବେ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ ଲଲ୍ଲୁ ଓ…

ହସ୍ପିଟାଲରୁ ପୀଡ଼ିତା ମେଡିକାଲ୍‌ ଛାତ୍ରୀ ଡିସଚାର୍ଜ; ଆଉ କିଛି ଦିନ ରହିବେ ପଶ୍ଚିମବଙ୍ଗରେ…

ଭୁବନେଶ୍ବର:ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲରୁ ପୀଡ଼ିତା ମେଡିକାଲ୍ ଛାତ୍ରୀ ଡିସଚାର୍ଜ। ଗଣଦୁଷ୍କର୍ମ ପୀଡ଼ିତାଙ୍କ ଡିସ୍‌ଚାର୍ଜ ନେଇ ମେଡିକାଲ୍‌ ପକ୍ଷରୁ ସୂଚନା ରହିଛି । ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ଡିସଚାର୍ଜ କରାଯାଇଛି। ଗଣଦୁଷ୍କର୍ମର ଶିକାର ହେବା ପରେ ଗତ…

ସ୍ୱନାମଧନ୍ୟ ଲେଖକ ଓ ଗବେଷକ ସୁରେନ୍ଦ୍ରନାଥ ଦାଶଙ୍କ ପରଲୋକ

ଭୁବନେଶ୍ବର: ଶ୍ରୀଜଗନ୍ନାଥ ଗବେଷକ ଓ ଉତ୍କଳ ବିଶ୍ବବିଦ୍ୟାଳୟ, ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସୁରେନ୍ଦ୍ରନାଥ ଦାଶଙ୍କ ପରଲୋକ । ଅକ୍ଟୋବର ୧୬ ତାରିଖ ରାତିରେ ନୂଆଦିଲ୍ଲୀଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୭ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାଥାଉକି, ସେ…

ଏସଟିଏର କଡ଼ା ଆଭିମୁଖ୍ୟ: ନିୟମ ଉଲ୍ଲଙ୍ଘନ କଲେ ଆରସି ରଦ୍ଦ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ

କଟକ: ଅଭ୍ୟାସଗତ ଭାବେ ମୋଟର ଯାନ ଆଇନ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ରାଜ୍ୟବ୍ୟାପୀ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏ ନେଇ ପ୍ରସ୍ତୁତ କରିବେ ତାଲିକା । ସଡ଼କରେ ଅନ୍ୟ ବ୍ୟବହାରକାରୀଙ୍କ ପାଇଁ ବିପଦ ସାଜିଥିବା ଏଭଳି ଗାଡ଼ି ଗୁଡ଼ିକର…