Latest Odisha News

BREAKING NEWS

Yearly Archives

2025

ପାର୍ଟନର ଫିଲ୍ମ ପରେ ପୂନର୍ବାର ଏକତ୍ର ଅଭିନୟ କରିବେ ଗୋବିନ୍ଦା-ସଲମାନ

ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ କଳାକାର ସଲମାନ ଖାଁ ଓ ଗୋବିନ୍ଦା ପୂନର୍ବାର ଏକତ୍ର ଆଉ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଦୁଇଜଣ ପୂର୍ବରୁ ପାର୍ଟନର ଫିଲ୍ମରେ ଅଭିନୟ କରିଥିଲେ । ଯାହା ଏକ ବଡ ହିଟ ହୋଇଥିଲା । କୌଣସି କାରଣ ନେଇ ଉଭୟ ଏହା ପରେ ଆଉ ଏକତ୍ର କୌଣସି ଫିଲ୍ମରେ…

Nayagarh Jail Clash: ନୟାଗଡ଼ ଜିଲ୍ଲା କାରାଗାରରେ ଗୋଷ୍ଠୀ ସଂଘର୍ଷ;ଜେଲ୍‌ ଅଧିକ୍ଷକ ଆହତ

ନୟାଗଡ଼: ଜିଲ୍ଲା କାରାଗାରରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜେଲ୍ ଅଧିକ୍ଷକଙ୍କ ସହ ଜେଲ୍‌ କର୍ମଚାରୀ ଓ କଏଦୀ ଆହତ ହୋଇଥିବା ସୂଚନା ରହିଛି । ସୂଚନାଥାଉକି, କଏଦୀଙ୍କ ମଧ୍ୟରେ ସଂଘର୍ଷ ଅଟକାଇବାକୁ ଚେଷ୍ଟା କରିଥିଲେ ଜେଲ୍‌ ଅଧିକ୍ଷକ ଓ କର୍ମଚାରୀ । ସେହି ସମୟରେ…

Super Cyclone 1999: ମନେପଡେ ୧୯୯୯ ମହାବାତ୍ୟାର କାଳରାତ୍ରୀ

ଭୁବନେଶ୍ୱର: କାଳ ମାସ ଅକ୍ଟୋବର । ଏହି ସମୟରେ ହିଁ ଓଡିଶା ହୋଇଥିଲା ଛାରକାର । କାହାରି ମୁହଁରେ ହସ ନଥିଲା । କାହିଁକି ନା ଏହି ଅକ୍ଟୋବରରେ ଓଡିଶାରେ ହୋଇଥିଲା ମହାପ୍ରଳୟ । ସେହି ମହାବାତ୍ୟା ଦେଖିଥିବା ଲୋକେ ପୁଣି ବାତ୍ୟା ନାଁ ଶୁଣିଲେ ଚମକି ପଡନ୍ତି । ଟିଭି ରିମୋର୍ଟରୁ ହାତ ହଟେନି,…

୧୪୧ ବଲରେ ଦ୍ୱିଶତକ ମାରିଲେ ପୃଥ୍ୱୀ ଶ

ନୂଆଦିଲ୍ଲୀ: ଭାରତର ପୂର୍ବତନ ୧୯ ବର୍ଷରୁ କମ କ୍ରିକେଟର ଅଧିନାୟକ ପୃଥ୍ୱୀ ଶ ଆଜି ରଣଜୀ ଟ୍ରଫିରେ ଝଡ ସୃଷ୍ଟି କରିଛନ୍ତି । ମହାରାଷ୍ଟ୍ର ପକ୍ଷରୁ ଖେଳୁଥିବା ପୃଥ୍ୱୀ ଚଣ୍ଡୀଗଡ ବିପକ୍ଷରେ ମାତ୍ର ୧୪୧ ବଲରେ ଦ୍ୱିଶତକ ହାସଲ କରିଥିଲେ । ରଣଜୀ ଟ୍ରଫି ଇତିହାସରେ ତୃତୀୟ ଦ୍ରୁତ ଦ୍ୱିଶତକ ହାସଲକାରୀ…

Cyclone Montha: ‘ବାତ୍ୟା ମୋନ୍ଥା’ ପାଇଁ ଖୋର୍ଦ୍ଧାରେ ୨ ଦିନ ଲାଗି ସ୍କୁଲ, ଅଙ୍ଗନୱାଡି ବନ୍ଦ

ଭୁବନେଶ୍ୱର: ବାତ୍ୟା ମୋନ୍ଥା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ନଜରରେ ରଖି ସୋମବାର ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ପ୍ରଶାସନ ଦ୍ୱାରା…

ସୁସ୍ଥ ହେଉଛନ୍ତି ଶ୍ରେୟସ ଆୟର, ଆଇସିୟୁରୁ ବାହାରିଲେ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଦଳର ଉପ-ଅଧିନାୟକ ଶ୍ରେୟସ ଆୟର ଆଇସିୟୁରୁ ବାହାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ଆହତ ହେବା ପରେ ତାଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ…

ABDO Arrested: ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା: ୨୩ ଦିନ ପରେ ଗିରଫ ହେଲେ ଅଭିଯୁକ୍ତ ଏବିଡିଓ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଜଣେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ (ଏବିଡିଓ)ଙ୍କୁ ପତ୍ନୀ ହତ୍ୟା ଅଭିଯୋଗରେ ଗିରଫ କରିଛି ପୋଲିସ। ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ଫେରାର ଥିଲେ ଡ଼ଅଁର ଗ୍ରାମର ଏବିଡିଓ ଦେବୀ ପ୍ରସାଦ ଜେନା। ତାଙ୍କୁ ଗିରଫ କରିଛି ନନ୍ଦିପଦା…

ବିଶ୍ୱକପ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ନିକଟରେ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଟି୨୦ରେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଦିନିକିଆ ପରେ ଏବେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଆଗକୁ ବିଶ୍ୱକପ ଥିବାରୁ ଏହି ସିରିଜ ପ୍ରତି ସମସ୍ତଙ୍କ ନଜର ରହିଛି । ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏହି…

Puri Jagannth Temple: ସାବଧାନ, ଶ୍ରୀମନ୍ଦିରରେ ନକଲି ଗୁମାସ୍ତା

ପୁରୀ: ପୁରୀ ଶ୍ରୀମନ୍ଦିରରେ ପୁଣି ନକଲି ଗୁମାସ୍ତାଙ୍କ ପାଦୁର୍ଭାବ । ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସହଜରେ ମହାପ୍ରଭୁଙ୍କୁ ଦର୍ଶନ କରାଇଦେବା କହି ଠକୁଛନ୍ତି ନକଲି ଗୁମାସ୍ତା । ଏପରିକି ମହାପ୍ରସାଦ କିଣିବା ଆଉ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଯାତ୍ରୀ ଗୁମାସ୍ତା ଥିବା ସେମାନେ…

ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଜିଲ୍ଲାପାଳ ଓ ଏସ୍ପିଙ୍କ ବିରୋଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ରାଜନୀତି ମାହୋଲ ସରଗରମ ରହିଛି। ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର ଙ୍କ ନିକଟରେ ଜିଲ୍ଲାପାଳ ଓ ଏସ୍ପିଙ୍କ ବିରୋଧରେ ଫେରାଦ ହୋଇଛି ବିଜେଡି। ଜିଲ୍ଲାପାଳ ଓ ଏସ୍ପି ବିଜେପିକୁ ସମର୍ଥନ କରିବା ପାଇଁ କିଛି ବିଜେଡି କର୍ମୀଙ୍କ ଉପରେ ଚାପ ପ୍ରୟୋଗ…