Terrorists attack Army camp: ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ, ତିନି ଯବାନ ଆହତ
ନୂଆଦିଲ୍ଲୀ: ଆସାମର ତିନସୁକିଆ ଜିଲ୍ଲାର କାକୋପାଥରରେ ଏକ ସେନା ଶିବିରରେ ଗ୍ରେନେଡ୍ ଆକ୍ରମଣ ହୋଇଛି। ଏଥିରେ ତିନି ଜଣ ଯବାନ ଆହତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ସେନା ଶିବିରରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଅନେକ ଗ୍ରେନେଡ୍ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା, ଯାହା…