ମହିଳା ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚକୁ ଦେଖିଲେ ରେକର୍ଡ ସଂଖ୍ୟକ ଦର୍ଶକ
ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚକୁ ରେକର୍ଡ ଦର୍ଶକ ଉପଭୋଗ କରିଛନ୍ତି । ଆଇସିସି ରିପୋର୍ଟ ଅନୁସାରେ ଅକ୍ଟୋବର ୫ରେ କଲମ୍ବୋରେ ଏହି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ୨.୮୪ କୋଟି ଦର୍ଶକ ଏକତ୍ର ୧୮୭ କୋଟି ମିନିଟ ଉପଭୋଗ କରିଛନ୍ତି । ମହିଳା ଆନ୍ତର୍ଜାତୀୟ…