Latest Odisha News
Yearly Archives

2025

ଦିଲ୍ଲୀରେ ଚାଞ୍ଚଲ୍ୟ, କଲେଜ ଛାତ୍ରୀଙ୍କୁ ଏସିଡ୍ ମାଡ 

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଦିଲ୍ଲୀର ଲକ୍ଷ୍ମୀବାଇ କଲେଜ ନିକଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ପୀଡିତା ଜଣକ କଲେଜକୁ ଯାଉଥିବା ସମୟରେ ସକାଳ ପ୍ରାୟ ୧୦ଟା ସମୟରେ ଏହି ଆକ୍ରମଣ ହୋଇଥିଲା। ବର୍ତ୍ତମାନ ତାଙ୍କ…

Cyclone Montha: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ସାରା ଓଡିଶାକୁ ହାଇଆଲର୍ଟ, ୮…

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା…

Kidnapped Baby Girl: ବ୍ରହ୍ମପୁରରୁ ଅପହୃତ ୨ ବର୍ଷର ଶିଶୁକନ୍ୟା ପଶ୍ଚିମବଙ୍ଗରୁ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରରୁ ଅପହୃତ ୨ ବର୍ଷର ଶିଶୁକନ୍ୟାକୁ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରରୁ ଉଦ୍ଧାର କଲା ବୈଦ୍ୟନାଥପୁର ପୋଲିସ । ଘରୋଇ କଳିରୁ ଅପହରଣ କରିଥିବା ଭଉଣୀ ଜ୍ୱାଇଁ କାବୁ। ସୂଚନା ଅନୁସାରେ ୨୧ ତାରିଖରେ ଭଞ୍ଜନଗରରୁ ଏମ୍‌କେସିଜି ଆସିଥିଲେ…

ବାତ୍ୟା ମୋନ୍ଥା: ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ପାଇଁ ଗଜପତି ପ୍ରଶାସନର ନିର୍ଦ୍ଦେଶ…

ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ସୃଷ୍ଟ ବାତ୍ୟା ମୋନ୍ଥାର ପ୍ରଭାବରେ ପ୍ରବଳ ବର୍ଷା ନେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ଏହା ମଧ୍ୟରେ ଗଜପତି ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଛି। କାରଣ ବାତ୍ୟାର ପ୍ରଭାବରେ ଜିଲ୍ଲାରେ ଭୂସ୍ଖଳନ ଏବଂ ବନ୍ୟାର…

Development Of Backward Classes: ପଛୁଆ ବର୍ଗର ବିକାଶ, ଡବଲ ଇଞ୍ଜିନ ସରକାରର ପ୍ରାଥମିକତା: ବିଜେପି

ଭୁବନେଶ୍ୱର: ଦେଶର ଅନ୍ୟ ରାଜ୍ୟଗୁଡିକ ସହ ଆମ ରାଜ୍ୟକୁ ତୁଳନା କଲେ, ଆମ ରାଜ୍ୟର ଅନେକ ପଛୁଆ ଜାତି ବର୍ଗ ଜାତୀୟ ତାଲିକାଭୁକ୍ତ ହୋଇ ପାରିନାହାନ୍ତି। ରାଜ୍ୟରେ ଯଦିଓ ପଛୁଆବର୍ଗଙ୍କ ସଂଖ୍ୟା ରାଜ୍ୟର ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ, ତଥାପି ଅନେକ ପଛୁଆ ଜାତି ବର୍ଗ ଜାତୀୟ ପଛୁଆବର୍ଗ…

ଏସିଆନ ଏବଂ ବିଶ୍ୱ ରେକର୍ଡ କଲେ ଓଡିଶାର ପ୍ରୀତିସ୍ମିତା ଭୋଇ

ଭୁବନେଶ୍ୱର: ଓଡିଶାର ଯୁବ ୱେଟଲିଫ୍ଟର ପ୍ରୀତିସ୍ମିତା ଭୋଇ ଇତିହାସ ରଚିଛନ୍ତି । ସେ ୪୪ କିଗ୍ରା ବିଭାଗରେ ନୂତନ ଏସିଆନ ଓ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ବାହାରିନରେ ଚାଲିଥିବା ଏସିଆନ ୟୁଥ ଗେମ୍ସରେ ଢ଼େଙ୍କାନାଳର ପ୍ରତୀସ୍ମିତା ୪୪ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଏହି…

ରଣଜୀ ଟ୍ରଫି: ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କଲା ୟୁପି, ଅସୁବିଧାରେ ଓଡିଶା

କାନପୁର: ଚଳତି ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରନର୍ଶନ ପୂର୍ବଭଳି ନୈରାଶ୍ୟଜନକ ରହିଛି । ଏଠାରେ ଅନୁଷ୍ଠିତ ଉତରପ୍ରଦେଶ ବିପକ୍ଷ ଏଲିଟ ଗ୍ରୁପ ଏ ମୁକାବିଲାରେ ଓଡିଶା ପ୍ରଥମ ଇନିଂସରେ ପଛୁଆ ରହିଛି । ପ୍ରଥମେ ବ୍ୟାଟିଂ ଓଡିଶା ୨୪୩ ରନ ସଂଗ୍ରହ କରିଥିଲା । ପଦାର୍ପଣ ମ୍ୟାଚ ଖେଳୁଥିବା…

Beef Sales: ୧ କୁଇଣ୍ଟାଲ ଗୋ-ମାଂସ ଜବତ, ଜଣେ ଗିରଫ

ଜୟପୁର: କୋରାପୁଟ ଜିଲ୍ଲାରେ ଏକ କ୍ବିଣ୍ଟାଲର ଗୋ-ମାଂସ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଗିରଫ ଅଭିଯୁକ୍ତ ଜଣକ ଶବସାନ କୁଲଦୀପ ତାର ଘର କେବଡ଼ି ଗାଁରେ ବୋଲି ଜଣାପଡିଛି । ସେ ଆଜି ଗୋ ମାଂସ ବିକ୍ରି କରିବାକୁ ପୁଟରା ଗାଁକୁ ଯାଇଥିଲା । ଗୋ ମାଂସ ବିକ୍ରି…

Cyclone Montha; ଭୁବନେଶ୍ବର ସମେତ ଏହିସବୁ ସ୍ଥାନରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ସମେତ ତିନୋଟି ଜିଲ୍ଲା ପାଇଁ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତରଫରୁ ସତର୍କତା ଜାରି କରାଯାଇଛି। ଖୋର୍ଦ୍ଧା (ଭୁବନେଶ୍ବର) ସମେତ ପୁରୀ ଏବଂ ମାଲକାନଗିରି ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ବଜ୍ରପାତ ସହିତ ଝଡ଼ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି।…

Uttarakhand Green Cess: ଉତ୍ତରାଖଣ୍ଡରେ ବୁଲିବା ଏବେ ମହଙ୍ଗା ହେବ! ବାହାର ରାଜ୍ୟ ଗାଡି ଉପରେ ଲାଗୁ ହେବ…

ଡେରାଡୁନ: ରାଜ୍ୟ ପ୍ରତିଷ୍ଠାର ୨୫ ବର୍ଷ ପୂରଣ ଅବସରରେ, ଉତ୍ତରାଖଣ୍ଡ ପରିବହନ ବିଭାଗ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଉତ୍ତରାଖଣ୍ଡ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା ଡିସେମ୍ବର ମାସରୁ ଲାଗୁ ହେବ । ଏହି…