Latest Odisha News

BREAKING NEWS

Yearly Archives

2025

ଏହି ୫୭ ଦେଶକୁ ଭିସା ଫ୍ରି ଯାତ୍ରା କରିପାରିବେ ଭାରତୀୟ, ଜାଣନ୍ତୁ କେଉଁ କେଉଁ ଦେଶ….

ନୂଆଦିଲ୍ଲୀ: ବିଦେଶ ଯାତ୍ରାର ସ୍ୱପ୍ନ ଦେଖୁଥିବା ଭାରତୀୟଙ୍କ ପାଇଁ ଏକ ଖରାପ ଖବର। ହେନଲୀ ପାସପୋର୍ଟ ଇଣ୍ଡେକ୍ସ ୨୦୨୫ ଅନୁଯାୟୀ, ବିଶ୍ୱର ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତ ଏହି ବର୍ଷ ୮୫ତମ ସ୍ଥାନକୁ ଖସିଛି। ଫଳରେ, ଭାରତୀୟ ପାସପୋର୍ଟ ଧାରୀମାନେ ଏବେ ମାତ୍ର ୫୭ଟି ଦେଶରେ ଭିସା-ମୁକ୍ତ…

ନୁଆପଡାର ସାମଗ୍ରିକ ବିକାଶ ଦାୟିତ୍ୱ ମୁଁ ନେଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନୂଆପଡା ରାଜନୈତିକ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । କେବଳ ନୂଆପଡା ନିର୍ବାଚନମଣ୍ଡଳୀ ନୁହେଁ, ସମଗ୍ର ନୂଆପଡା ଜିଲ୍ଲାର ଜଣେ ଲୋକପ୍ରିୟ ଜନପ୍ରତିନିଧିଙ୍କ ସୁଯୋଗ୍ୟ ଦାୟାଦ ଆଜି ତାଙ୍କ ପିତାଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ଭାରତୀୟ ଜନତା ପାର୍ଟୀର…

ଜମି ବିବାଦକୁ ନେଇ ଗଞ୍ଜାମର ୨ ଗାଁରେ ୧୬୩ ଧାରା ଜାରି 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ଦୁଇଟି ଗ୍ରାମରେ ଜମି ମାଲିକାନା ନେଇ ଗୁରୁବାର ଦିନ ଉତ୍ତେଜନା ଦେଖାଦେଇଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା ୧୬୩ ଅନୁଯାୟୀ କଟକଣା ଜାରି କରାଯାଇଛି। ସୂଚନା ଅନୁଯାୟୀ ସ୍ଥାନୀୟ ପ୍ରଶାସନ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ…

କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ ହେଲା ଏସିଆନ ଟିଟି ଚାମ୍ପିୟନଶିପ: ଚୀନର ଡବଲ ବିଜୟ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆଇଟିଟିଏଫ-ଏଟିଟିୟୁ ଏସିଆନ ଟେବୁଲ ଟେନିସ ଚାମ୍ପିୟନଶିପ ସଫଳତାର ସହ ଆୟୋଜନ ହୋଇଛି । ୨୨ ଦେଶର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏହି ମେଗା ଇଭେଂଟରେ ଅଂଶଗ୍ରହଣ କରିଥିଲେ । ଓଡିଶାର ଏହା ପ୍ରଥମ ଥର ଆୟୋଜିତ ହୋଇଛି । ଚୀନ ଟେବୁଲ ଟେନିସରେ…

ଟି୨୦ ବିଶ୍ୱକପ ୨୦୨୬: ଚୂଡାନ୍ତ ହେଲା ସମସ୍ତ ୨୦ ଟିମର ନାମ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ଆଗାମୀ ସଂସ୍କରଣ ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ । ଏଥର ବିଶ୍ୱକପରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ୨୦୨୪ ଟି୨୦ ବିଶ୍ୱକପ ପରେ କେତୋଟି ଟିମର ନାମ ଚୂଡାନ୍ତ ହୋଇଥିଲା । ଏବେ ବିିଭିନ୍ନ ଯୋଗ୍ୟତାପର୍ଯ୍ୟାୟ ମୁକାବିଲା ପରେ କେଉଁ କେଉଁ ଟିମ ଏହି…

ବିଜେପି ରାଜ୍ୟ ପଦାଧିକାରୀଙ୍କ ନାଁ ଘୋଷଣା

ଭୁବନେଶ୍ୱର: ଓଡ଼ିଶାରେ ସାଂଗଠନିକ ଗଠନକୁ ଆହୁରି ମଜଭୁତ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ଦିନ ନୂତନ ପଦାଧିକାରୀ ଦଳ ଘୋଷଣା କରିଛି। ବିଜେପିର ଓଡ଼ିଶା ୟୁନିଟ୍ ସଭାପତି ମନମୋହନ ସାମଲଙ୍କ ଦ୍ୱାରା ଅନୁମୋଦିତ ନୂତନ ପଦାଧିକାରୀଙ୍କ ତାଲିକାରେ ବିଭିନ୍ନ ଅଞ୍ଚଳର ଅନେକ…

ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ ହତାଶଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଛି: ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନୂଆପଡାରେ ଦେଇଥିବା ବକ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି । ନୂଆପଡା ଡବଲ ଇଞ୍ଜିନର ବିକାଶ ଦେଖିବ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ, ଦୀର୍ଘ ୧୬ ମାସରେ ରାଜ୍ୟ ବିକାଶ ପରିବର୍ତ୍ତେ ବିନାଶ…

ନୂଆପଡ଼ା ଉପନିର୍ବାଚନ; ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ଗଠନ କଲା କଂଗ୍ରେସ 

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରେ ଅନୁଷ୍ଠିତ ହେବାକୁ ନୂଆପଡ଼ା ଉପନିର୍ବାଚନର ପରିଚାଳନା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ଗଠନ କରିଛନ୍ତି। ଉକ୍ତ କମିଟି ବ୍ୟବସ୍ଥିତ ଭାବରେ ନିର୍ବାଚନ ପରିଚାଳନା କରି କଂଗ୍ରେସ…

ଚୂଡାନ୍ତ ଏକାଦଶ ଚୟନ ନେଇ ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ ମ୍ୟାଜେମମେଂଟ

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚ ଅକ୍ଟୋବର ୧୯ରେ ପର୍ଥରେ ଖେଳାଯିବ । ଶୁଭମନ ଗିଲ ନେତୃତ୍ୱାଧୀନ ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ କିପରି ରହିବ ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲି ଉପଲବ୍ଧ ହେବା ପରେ କିଏ ଦଳରୁ ବାଦ…

ପାର୍ବଣ ଋତୁରେ ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ଗଡିବ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ 

ଭୁବନେଶ୍ୱର: ପାର୍ବଣ ଋତୁରେ ଅତିରିକ୍ତ ଭିଡ଼ ଦୂର କରିବା ପାଇଁ ଭାରତୀୟ ରେଳବାଇ ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ପରିଚାଳନା କରିବ ବୋଲି ଜଣାପଡ଼ିଛି। ଜାଣନ୍ତୁ କେଉଁ ସବୁ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଗଡିବ... ୧. ଆନନ୍ଦ ବିହାର – ପୁରୀ- ଆନନ୍ଦ…