ରିଷିକେସରେ ଅଦିନିଆ ରଥଯାତ୍ରା; ‘ଇସ୍କନ’କୁ ବ୍ୟାନ୍ ଦାବିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଭୁବନେଶ୍ଵର: ଚଳିତ ମାସ ୭ ତାରିଖ ଦିନ ଶରଦ ପୂର୍ଣ୍ଣିମା ଅବସରରେ ଉତ୍ତରାଖଣ୍ଡର ମଧୁବନ ରିଷିକେସରେ ଇସ୍କନ୍ ପକ୍ଷରୁ ୨୮ତମ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ପୂର୍ବରୁ ଆମେରିକା, ଇଂଲଣ୍ଡ ଓ ସାଉଥ ଆଫ୍ରିକା ଭଳି ଦେଶରେ ଇସ୍କନ୍ ପକ୍ଷରୁ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେଲାପରେ ଜଗନ୍ନାଥ…