Latest Odisha News

BREAKING NEWS

Yearly Archives

2025

e-KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ

ଭୁବନେଶ୍ଵର : eKYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ। ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯେଉଁମାନେ ଇ-କେୱାଇସି କରିବେନି ସେମାନଙ୍କୁ ଚାଉଳ ଦିଆଯିବନି । ଏବେ ଇ-କେୱାଇସି ପ୍ରକ୍ରିୟାକୁ କେନ୍ଦ୍ର ସରକାରବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ…

‘Mahila Su Vahak’: କାର୍ ବାଣ୍ଟିବେ ମୋହନ ସରକାର, ଆରମ୍ଭ ହେବାକୁ ଯାଉଛି ‘ଆମ…

ନୂଆଦିଲ୍ଲୀ: ନବୀନ ସରକାର ବାଣ୍ଟିଥିଲେ ସ୍କୁଟି...ଏବେ ମୋହନ ସରକାର ବାଣ୍ଟିବେ କାର୍...ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା । ଡ୍ରାଇଭିଂ ବୃତ୍ତିରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଛନ୍ତି। ମହିଳାଙ୍କୁ ସଶକ୍ତ କରାଇବା…

In Front Pak PM Trump Praises India: ‘ଭାରତ ଏକ ମହାନ ଦେଶ…’, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନ ନେଇ ପ୍ରଶଂସା କରି କହିଛନ୍ତି, "ଭାରତ ମୋର ଜଣେ ବହୁତ ଭଲ ବନ୍ଧୁଙ୍କ ନେତୃତ୍ୱରେ ଏକ ମହାନ ଦେଶ।" ଗାଜାରେ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧବିରତି ସମାପ୍ତ…

ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଚୋର, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ..

ଭୁବନେଶ୍ବର: କଟକ ଚୌଦ୍ବାର ପରେ ଏବେ ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର । କନେଷ୍ଟବଳଙ୍କୁ ଧକ୍କା ଦେଇ କାଲି ଚନ୍ଦକା ଥାନାରୁ ଚମ୍ପଟ ମାରିଛି ଚୋର । ଅଭିଯୁକ୍ତ ଜଣକ ହେଉଛି ପଶ୍ଚିମବଙ୍ଗର ରାଜା । ଫୋନ ଚୋରି ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । ସୂଚନା ଅନୁସାରେ ଗତମାସ ୨୮ ତାରିଖ…

ଅକ୍ଟୋବର ୨୪ ଯାଏଁ ବଢିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଆବେଦନ ଅବଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଆବେଦନର ତାରିଖ ବୃଦ୍ଧି ହେଲା । ଅକ୍ଟୋବର ୨୪ ଯାଏଁ ଅର୍ଥାତ୍ ଆହୁରି ୧୪ ଦିନ ବଢ଼ିଲା ଆବେଦନ ଅବଧି । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ବିଭିନ୍ନ ବୃତ୍ତି…

ଅନିଶ୍ଚିତତା ଭିତରେ ରାଉରକେଲା ବିମାନବନ୍ଦରର ଭାଗ୍ୟ, ଶୀତକାଳୀନ ବିମାନଉଡ଼ାଣ ସୂଚୀରୁ ପଡିଲା ବାଦ୍

ରାଉରକେଲା: ଶୀତକାଳୀନ ବିମାନଉଡ଼ାଣ ସୂଚୀରୁ ବାଦ୍‌ ପଡିଲା ରାଉରକେଲା ବିମାନବନ୍ଦର । ଆଗାମୀ ୨୦୨୬ ମାର୍ଚ୍ଚ ଯାଏ ରାଉରକେଲା ବିମାନସେବା ପୁନଃଆରମ୍ଭ ହେବନିବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ସଦ୍ୟ ପ୍ରକାଶିତ ଶୀତକାଳୀନ ବିମାନ ଉଡ଼ାଣ ସୂଚିରୁ ଏହା ସ୍ପଷ୍ଟ ହୋଇଛି । ସୂଚୀ ଅନୁସାରେ ଆସନ୍ତା ୨୬…

ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ଆସିଲା ନୂଆ SOP

ଭୁବନେଶ୍ବର: ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ SOP ଜାରି ହୋଇଛି । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଂଶ ପ୍ଲଟ ପଞ୍ଜୀକରଣକୁ ସହଜ ଓ ସ୍ଵଚ୍ଚ କରିବା ପାଇଁ SOP ଜାରି କରିଛି। ରାଜସ୍ୱ ମନ୍ତ୍ରୀ ସୁରେଶ କୁମାର…

Coldrif Cough Syrup: ବିଷାକ୍ତ କଫ ସିରପ ପ୍ରସ୍ତୁତ କରୁଥିବା କମ୍ପାନୀର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଦେଶରେ କୋଡିଏରୁ ଅଧିକ ଶିଶୁଙ୍କ ମୃତ୍ୟୁର କାରଣ ହୋଇଥିବା କୋଲଡ୍ରିଫ୍ କଫ ସିରପ ପ୍ରସ୍ତୁତକାରୀ କମ୍ପାନୀ ଶ୍ରୀସାନ ଫାର୍ମାସ୍ୟୁଟିକାଲସର ଲାଇସେନ୍ସକୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଛି। ତାମିଲନାଡୁ ସରକାର କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।…

ଡିସେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା; ଏଥର ସମସ୍ତ କଳାକାର ନୂଆ…

ବରଗଡ଼:ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜାନୁଆରୀ ୩ ତାରିଖ ଯାଏଁ ଅନୁଷ୍ଠିତ ହେବ। କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼। ସ୍ବତନ୍ତ୍ର ଭାବେ ଅନୁଷ୍ଠିତ ବୈଠକରେ ତାରିଖ ଘୋଷଣା ହୋଇଛି । ୧୧ ଦିନ ଧରି ଚାଲିବ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।…