Aravalli Hills; ସମ୍ପୂର୍ଣ୍ଣ ଆରାବଳୀକୁ ସୁରକ୍ଷା ଦେବେ କେନ୍ଦ୍ର ସରକାର, ଖଣି ଲିଜ୍ ଉପରେ ଲାଗୁ ହେବ ପୂର୍ଣ୍ଣ…
ନୂଆଦିଲ୍ଲୀ: ଦିଲ୍ଲୀରୁ ଗୁଜରାଟ ପର୍ଯ୍ୟନ୍ତ ବ୍ୟାପୀ ରହିଥିବା ସମ୍ପୂର୍ଣ୍ଣ ଆରାବଳୀ ପର୍ବତମାଳାକୁ ବେଆଇନ ଖଣି ଖନନରୁ ସଂରକ୍ଷଣ ଏବଂ ସୁରକ୍ଷା ଦେବେ କେନ୍ଦ୍ର ସରକାର । ଏ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆରାବଳୀରେ…