ଅବସରପ୍ରାପ୍ତ ଫରେଷ୍ଟର ଗିରଫ; ଘରୁ ହରିଣ ଛାଲ ସହ…
ଦେବଗଡ଼: ଦେବଗଡ଼ ବନଖଣ୍ଡର ଅବସରପ୍ରାପ୍ତ ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଛି ବନ ବିଭାଗ। ବାରକୋଟ ଥାନା ଅକ୍ଷରଶିଳା ଗାଁରୁ ଗିରଫ କଲା ବନ ବିଭାଗ । ଘରୁ ହରିଣ ଛାଲ ଓ ମୟୂର ପୁଚ୍ଛ ମିଳିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ସୂଚନାଥାଉକି, ଚାକିରି ସମୟରେ ହରିଣ…