ଦୀପାବଳିରେ ବଲିଉଡକୁ ବଡ଼ ଝଟକା; ପ୍ରସିଦ୍ଧ ହାସ୍ୟ ଅଭିନେତା ଅସରାନୀଙ୍କ ଦେହାନ୍ତ
ମୁମ୍ବାଇ: ଦୀପାବଳିରେ ବଲିଉଡ ଜଗତର ବଡ଼ କ୍ଷତି ହୋଇଛି । ବହୁମୁଖୀ ପ୍ରତିଭାଶାଳୀ ଗୋବର୍ଦ୍ଧନ ଆସରାନୀଙ୍କ ସୋମବାର ଦିନ ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ୮୪ ବର୍ଷ ବୟସରେ ଆସରାନୀଙ୍କ ଦେହାନ୍ତ ହୋଇଛି । ଆଜି ଅପରାହ୍ନ ପ୍ରାୟ ୪ଟାରେ ମୁମ୍ବାଇର ଜୁହୁ ସ୍ଥିତ ଆରୋଗ୍ୟ ନିଧି…