Latest Odisha News

BREAKING NEWS

Yearly Archives

2025

ଗୋଟିଏ ଦିନ ପାଇଁ ଯଦି ସୂର୍ଯ୍ୟ ଉଦୟ ନହୁଅନ୍ତି ତେବେ କ’ଣ ହେବ ? କ’ଣ ଆସିଯିବ କି ପ୍ରଳୟ…

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି, ଯଦି ସୂର୍ଯ୍ୟ ହଠାତ୍‌ ଗୋଟିଏ ଦିନ ପାଇଁ ଲିଭି ଯାଏ, ତେବେ କ’ଣ ହେବ? ସୂର୍ଯ୍ୟ କେବଳ ଏକ ଜଳୁଥିବା ଅଗ୍ନିପିଣ୍ଡ ନୁହେଁ, ବରଂ ଏହା ଆମ ସୌରମଣ୍ଡଳ ପାଇଁ ଅତ୍ୟନ୍ତ ଜରୁରୀ। ସମସ୍ତ ଶକ୍ତି, ଆଲୋକ ଓ ଉଷ୍ମତା ଆମେ ଏହି ସୂର୍ଯ୍ୟରୁ ହିଁ ପାଇଥାଉ। ଆଜି ଆମେ…

ଆମେରିକାରେ କେମିତି ଟ୍ରାନ୍ସଫର ହୋଇଥାଏ ଡିଜିଟାଲ ମନି ? ଜାଣନ୍ତୁ ଭାରତଠୁ କେମିତି ଅଲଗା

ନୂଆଦିଲ୍ଲୀ: ଭାରତରେ ଯୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଡିଜିଟାଲ ଲେଣଦେଣରେ ଏକ ବଡ଼ ବିପ୍ଳବ ଆଣିଛି। ଏହା ଦ୍ୱାରା କେବଳ ଏକ ମୋବାଇଲ ନମ୍ବର କିମ୍ବା UPI ଆଇଡି ବ୍ୟବହାର କରି ବ୍ୟାଙ୍କରୁ ବ୍ୟାଙ୍କକୁ ତୁରନ୍ତ ଟଙ୍କା ସ୍ଥାନାନ୍ତର କରିବା ବହୁତ ସହଜ ହୋଇଛି। କିନ୍ତୁ ଏହା ମଧ୍ୟରେ ପ୍ରଶ୍ନ…

ପାକିସ୍ତାନ ପାଇଁ ବଢ଼ିଲା ବିପଦ, ଆଜି ରାତିରେ…

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଳିପୋଶି ବଡ଼ କରୁଥିବା ପାକିସ୍ତାନ ଉପରେ ଆଫଗାନିସ୍ତାନର ଘନ ଘନ ଆକ୍ରମଣ । ଜବାବୀ ଆକ୍ରମଣକୁ ଜୋରଦାର କରିଛି ଆଫଗାନିସ୍ତାନର ତାଲିବାନୀ ସେନା । ଆଫଗାନିସ୍ତାନର ଆକ୍ରମଣରେ ପାକିସ୍ତାନର ୫୫ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ତାଲିବାନ । ଏଥି ସହ…

ଦରଘା ବଜାର ବିସର୍ଜନ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ଘଟଣା; ଆଉ ୪ ଗିରଫ

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣ ଗିରଫ ହୋଇଛନ୍ତି । ଗିରଫ କଲା କଟକ ଦରଘା ବଜାର ଥାନା ପୋଲିସ । ପୂର୍ବରୁ ୯ ଗିରଫ ହୋଇଥିଲେ । ମୋଟ୍ ଗିରଫଦାରୀ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏନେଇ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ…

୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ୮ ନକ୍ସଲ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ

ବିଜାପୁର: ନକ୍ସଲ ବିରୋଧୀ ଅଭିଯାନରେ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସକୁ ପୁଣି ଥରେ ଏକ ବଡ଼ ସଫଳତା ମିଳିଛି । ଜିଲ୍ଲା ରିଜର୍ଭ ଗାର୍ଡ (DRG) ଏବଂ ସିଆରପିଏଫ୍ ର ୧୬୮ତମ ବାଟାଲିୟନ, ବାସାଗୁଡ଼ା ପୋଲିସ ଷ୍ଟେସନର ଏକ ମିଳିତ ଟିମ୍ ଏକ ବଡ଼ ଅଭିଯାନ ଚଳାଇ ଆଠ ଜଣ ନକ୍ସଲଙ୍କୁ ଗିରଫ କରିଛନ୍ତି ।…

ଗର୍ଭାବସ୍ଥାରେ ଶିଶୁ ଶୁଣିପାରେ ସବୁ କଥା, ଜାଣନ୍ତୁ କେମିତି…..

ଭୁବନେଶ୍ୱର: ଗର୍ଭରେ ଥିବା ଶିଶୁର ଶ୍ରବଣ ଶକ୍ତି ହେଉଛି ସବୁଠାରୁ ପ୍ରଥମେ ବିକାଶ ହେଉଥିବା ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଗୋଟିଏ। ଏହା ଜନ୍ମ ପୂର୍ବରୁ ଶିଶୁକୁ ବାହାର ଦୁନିଆ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଥାଏ। ଗର୍ଭାବସ୍ଥାର ୧୮ ସପ୍ତାହ ହେବା ସମୟରେ ଶିଶୁ ଧ୍ୱନି ପ୍ରତି…

ବର୍ଦ୍ଧମାନ ରେଳ ଷ୍ଟେସନରେଲ ଦଳାଚକଟା, ୭ ଗୁରୁତର

କୋଲକତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ପ୍ରବଳ ଭିଡ଼ରେ ଦଳାଚକଟା ଯୋଗୁଁ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ, ଏପର୍ଯ୍ୟନ୍ତ କାହାରି ମୃତାହତ ହେବାର ଖବର ନାହିଁ । ରବିବାର ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।…

ଗଞ୍ଜେଇ ଚାଲାଣରେ ମାଷ୍ଟର ମାଇଣ୍ଡ ସିଭିଲ୍‌ ଇଞ୍ଜିନିୟର ଛାତ୍ର ଗିରଫ

କୋରାପୁଟ: ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଗିରଫ କଲା କୋରାପୁଟ ଜିଆରପି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ଦୈତାରୀ ଖେମୁଣ୍ଡୁ । ସେ ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ଭାବେ ପରିଚିତ । ରବିବାର ଦୈତାରୀକୁ କୋରାପୁଟ ରେଲୱେ ଷ୍ଟେସନ…

Sultan Of Johor Cup 2025: ବିଜୟ ଧାରା ବଜାୟ ରଖିଲା ଭାରତ; ପରବର୍ତ୍ତୀ ମ୍ୟାଚରେ ପାକ୍ ସହ ଟକ୍କର

ନୂଆଦିଲ୍ଲୀ:ଭାରତୀୟ ଜୁନିଅର ପୁରୁଷ ହକି ଦଳ ରବିବାର ଦିନ ଜୋହୋର ବାହରୁ (ମାଲେସିଆ)ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪-୨ ଗୋଲରେ ସହଜ ବିଜୟ ହାସଲ କରିଛି । ଫଳରେ ସୁଲତାନ ଜୋହୋର କପରେ ବିଜୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ । ଭାରତ ଟିମ୍ ପକ୍ଷରୁ ଅର୍ଶଦୀପ ସିଂହ (୨ ମିନିଟ୍), ପିବି ସୁନୀଲ (୧୫…

ଆପଣ ଚା’ ସହ ସିଗାରେଟ ନେଉଛନ୍ତି କି ? ତେବେ ଜୀବନ ମାତ୍ର ଏତିକି ଦିନ

ଭୁବନେଶ୍ୱର: ଆପଣ ଅନେକ ସମୟରେ ଦେଖିଥିବେ ଚା’ ଦୋକାନରେ ଅନେକ ଲୋକ ଚା’ ସହ ସିଗାରେଟ ଟାଣୁଥିବେ । ଅନେକଙ୍କ ଏହା ଅଭ୍ୟାସ ଥିବା ବେଳେ ଅନେତ ଏହାକୁ ଫ୍ୟାସନ ଭାବନ୍ତି । ହେଲେ ଏହା ଯେ କେତେବେଳେ ବି ଯେ ଜୀବନ ନେଇଯିବ କେହି ଜାଣନ୍ତି ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ…