ନୋ ଏଂଟ୍ରିର ସୀକ୍ୱେଲରୁ ଓହରି ଗଲେ କି ବରୁଣ !
ମୁମ୍ବାଇ: ନୋ ଏଂଟ୍ରିର ସୀକ୍ୱେଲ ପୂନର୍ବାର ଚର୍ଚ୍ଚାରେ ରହିଛି । ନିର୍ଦ୍ଦେଶକ ଅନୀସ ବଜମୀ ଓ ପ୍ରଡ୍ୟୁସର ବୋନୀ କାପୁର ଏହି ଫିଲ୍ମ ଘୋଷଣା ହେବା ପରଠାରୁ କୌଣସି ନା କୌଣସି କାରଣ ନେଇ ଚର୍ଚ୍ଚାରେ ରହୁଛି । ଅର୍ଜୁନ କାପୁର, ଦିଲଜିତ ଦୋସାଂଝା ଓ ବରୁଣ ଧାୱନ ନୋ ଏଂଟ୍ରି ୨ରେ ଅଭିନୟ କରିବେ ବୋଲି…