ହଜାର କୋଟିର ଠକେଇ ଅଭିଯୋଗ; ଜଣଙ୍କୁ ଗିରଫ କଲା ଇଓଡବ୍ଲୁ
ଭୁବନେଶ୍ୱର: ୧୦ ରାଜ୍ୟରେ ୧,୦୦୦ କୋଟିରୁ ଅଧିକ ଟଙ୍କାର ପୋଞ୍ଜି ଯୋଜନା ଦୁର୍ନୀତି ଅଭିଯୋଗରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଶନିବାର କଟକରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ଜଣେ ନିବେଶକଙ୍କ ଅଭିଯୋଗ ପରେ ଝିଙ୍କିରିଆର ୪୨ ମୌଜାର ପ୍ରତାପ କୁମାର ରାଉତଙ୍କୁ କଟକରୁ…