Latest Odisha News

BREAKING NEWS

Yearly Archives

2025

ନିରାପଦ ଏବଂ ଉଜ୍ଜ୍ୱଳ ଦୀପାବଳି ପାଳନ ପାଇଁ ବୈଦ୍ୟୁତିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଟିପିସିଓଡିଏଲ୍‌ର ପରାମର୍ଶ

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଯେକୌଣସି ଦୁର୍ଘଟଣା ଏଡାଇବା ଏବଂ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଖୁସିର ପର୍ବ ସୁନିଶ୍ଚିତ କରିବା ପାଇଁ ଦୀପାବଳି ସମୟରେ ଆବଶ୍ୟକ ବୈଦ୍ୟୁତିକ…

ନୂଆପଡା ଉପନିର୍ବାଚନ; ନାମାଙ୍କନ ଭରିଲେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ

ନୂଆପଡା: ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ଆଦିବାସୀ ନେତା ଘାସିରାମ ମାଝୀ ଶନିବାର ଦିନ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ନାମାଙ୍କନ ଭରିଛନ୍ତି। ସୂଚନା ଅନୁଯାୟୀ, କଂଗ୍ରେସ ପ୍ରାର୍ଥୀ…

Cyber Crime: ସାଇବର ସୁରକ୍ଷା ପାଇଁ ୧୧୨୭ ନୂତନ ପୋଲିସ ପଦବୀ, ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ବୋଲି ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି…

କିଟରେ ତୃତୀୟ ଗ୍ଲୋବାଲ୍‍ ୟୁନିଭର୍‍ସିଟି ଫେୟାର ଅନୁଷ୍ଠିତ

ଭୁବନେଶ୍ୱର: କିଟ ବିଶ୍ୱବିଦ୍ୟାଳୟରେ ଷ୍ଟଡି ଆବ୍ରୋଡ-ଗ୍ଲୋବାଲ୍ ୟୁନିଭରସିଟି ଫେୟାରର ତୃତୀୟ ସଂସ୍କରଣ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଏଥିରେ ବିଶ୍ୱର ୫୦ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଉଦ୍‍ଘାଟିତ…

ଭାରତୀୟ ସେନାରେ ସାମିଲ ହେଲା ୧୧୩ଟି ଇଲେକ୍ଟ୍ରିକ୍ ବସ୍, ସବୁଜ ପରିବେଶ ଦିଗରେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହେଲା ୧୧୩ଟି ଇଲେକ୍ଟ୍ରିକ୍ ବସ୍। ଯାହାକି ସେନାଙ୍କ ପାଇଁ ଏହା ଏକ ବଡ଼ ପଦକ୍ଷେପ। ଭାରତୀୟ ସେନା ୧୭ ଅକ୍ଟୋବର ୨୦୨୫ରେ JBM ଅଟୋ ଲିମିଟେଡ୍ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା, ଯାହାର ମୂଲ୍ୟ ₹୧୩୦.୫୮ କୋଟି ଥିଲା। ଏହା ସେନାର ପ୍ରଥମ ଏପରି କ୍ରୟ,…

ରାଜଧାନୀ ଏକ୍ସପ୍ରେସରେ ରିଅଲ ହିରୋ ଆର୍ମି ଯବାନ, ୮ ମାସର ଶିଶୁ ପାଇଁ କଲେ ଏପରି କାମ…

ନୂଆଦିଲ୍ଲୀ: କଥାରେ ଅଛି ରଖେ ହରି ମାରେ କିଏ... ଆଉ ଏହି ଘଟଣା ଆଜି ସତରେ ପ୍ରମାଣିତ ହୋଇଛି। ସୂଚନା ଅନୁସାରେ ଏକ ଟ୍ରେନରେ ଯାତ୍ରା କରୁଥିବା ଜଣେ ଭାରତୀୟ ସେନା ନିଜ ଉପସ୍ଥିତ ବୁଦ୍ଧି ଏବଂ ସାହସ ବଳରେ ଏକ ୮ ମାସର ଶିଶୁର ଜୀବନ ବଞ୍ଚାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ୪୫…

ନଡ଼ା ଜାଳିବାରେ ନାହିଁ ଲଗାମ: ଗମ୍ଭୀର ସ୍ତରକୁ ପହଞ୍ଚିଛି ବାୟୁର ଗୁଣବତ୍ତା

ନୂଆଦିଲ୍ଲୀ: ଶୀତ ଆରମ୍ଭ ନ ହେଉଣୁ ମଧ୍ୟ-ପଞ୍ଜାବରେ ନଡ଼ା ପୋଡ଼ିବା ଘଟଣା ବୃଦ୍ଧି ପାଇଲାଣି। ସରକାରଙ୍କ ପ୍ରୟାସ ସତ୍ତ୍ୱେ, ଚାଷୀମାନେ ନଡ଼ା ପୋଡ଼ିବା ବନ୍ଦ କରିବାକୁ ମନା କରୁଛନ୍ତି। ଶୁକ୍ରବାର, ପଞ୍ଜାବରେ ନଡ଼ା ପୋଡ଼ିବାର ୧୨ଟି ନୂତନ ମାମଲା ରିପୋର୍ଟ ହୋଇଛି। ଏପର୍ଯ୍ୟନ୍ତ ପଞ୍ଜାବରେ ନଡ଼ା…

ଟିଟିଲାଗଡ଼ ଷ୍ଟେସନରୁ ୭୦ ଲକ୍ଷ ଟଙ୍କା ଜବତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଷ୍ଟେସନରେ ଏର୍ଣ୍ଣାକୁଲମ-ହଟିଆ ଧରତୀ ଆବା ସୁପରଫାଷ୍ଟ ଏକ୍ସପ୍ରେସରୁ ରେଳ ସୁରକ୍ଷା ବଳ (ଆରପିଏଫ) ୭୦ ଲକ୍ଷ ଟଙ୍କା ଜବତ କରିଛି। ନିୟମିତ ଯାଞ୍ଚ ସମୟରେ ଆରପିଏଫ କର୍ମଚାରୀମାନେ ଟ୍ରେନର ଗୋଟିଏ ବଗିରେ ଏକ ସନ୍ଦିଗ୍ଧ ବ୍ୟାଗ ଦେଖିଥିଲେ।ପରେ ବ୍ୟାଗ…

ଧନତେରସ ପାଇଁ ଆକାଶ ଛୁଆଁ ସୁନା ଦର, ୩ ହଜାର ବଢିଲା 

ଭୁବନେଶ୍ୱର: ଧନତେରସ ପୂର୍ବରୁ ଭାରତର ସୁନା ବଜାର ଶନିବାର ଦିନ ନୂଆ ଉଚ୍ଚତା ଛୁଇଁଛି। ଏପରିକି ସୁନା ଦର ୩ ହଜାର ବଢ଼ିଥିବା ଜଣାପଡିଛି। www.goodreturns.com ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରେ ସୁନାର ମୂଲ୍ୟ ୨୪ କ୍ୟାରେଟ୍ ପ୍ରତି ଗ୍ରାମ ପିଛା ୧୩,୦୮୬ ଟଙ୍କା ହୋଇଥିବା ବେଳେ ୨୨…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: କଂଗ୍ରେସ ପାଇଁ ପ୍ରଚାର କରିବେ ରେବନ୍ତ ରେଡ୍ଡୀ ଓ ସଚିନ ପାଇଲଟ୍

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ । ନୂଆପଡ଼ରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ। ତିନ ଦଳ ୩ ଯୋଦ୍ଧା ପ୍ରସ୍ତୁତ। ବିଜେପିରୁ ଜୟ ଢ଼ୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ । ବିଜେପି ଏବଂ ବିଜେଡି ଉଭୟ ଦଳ ନିଜ ନିଜର ଷ୍ଟାର…