Sultan of Johor Cup 2025: ବିଜୟରୁ ଟିମ୍ ଇଣ୍ଡିଆର ଅଭିଯାନ ଆରମ୍ଭ, ଆଜି ଏହି ଦଳକୁ ଭେଟିବ…
ନୂଆଦିଲ୍ଲୀ:ଭାରତୀୟ ଜୁନିଅର ପୁରୁଷ ହକି ଦଳ ସୁଲତାନ ଜୋହୋର କପ୍ ୨୦୨୫ (Sultan of Johor Cup) ରେ ଦମଦାର ପ୍ରଦର୍ଶନ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି । ଶନିବାର ଦିନ ମାଲେସିଆର ଜୋହୋର ବାହରୁର ତମାନ ଦୟା ହକି ଷ୍ଟାଡିୟମରେ ଗ୍ରେଟ ବ୍ରିଟେନକୁ ୩-୨ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ ।…