Latest Odisha News

BREAKING NEWS

Yearly Archives

2025

ପୁଣି ଶ୍ରୀମନ୍ଦିରରୁ ଉଡନ୍ତା ଡ୍ରୋନ ଜବତ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଆଜି ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍ ସମୟରେ ଶ୍ରୀମନ୍ଦିର ଉପରେ ଏବଂ ଶ୍ରୀମନ୍ଦିର ପରୀକ୍ରମା ପରିସର ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ଏହା ପୁରୀ ଏସପି ପ୍ରତୀକ ସିଂହଙ୍କ ନଜରକୁ ଆସିବା ପରେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇ…

ଓଟିଟି ୱାର୍ଲ୍ଡରେ ହ୍ରିତିକ ରୋଶନଙ୍କ ଏଂଟ୍ରି

ମୁମ୍ବାଇ: ହ୍ରିତିକ ରୋଶନ ଓ ତାଙ୍କ କମ୍ପାନୀ ଏଚଆରଏକ୍ସ ଫିଲ୍ମସ ଓଟିଟି ୱାର୍ଲ୍ଡରେ ଏଂଟ୍ରି କରିଛନ୍ତି । ପ୍ରାଇମ ଭିଡିଓରେ ଷ୍ଟର୍ମ ନାମକ ଏହି ସିରିଜକୁ ଅଜିତ ପାଲ ସିଂ ନିର୍ଦ୍ଦେଶନା ଦେବେ । ଅଜିତ ପାଲ ସିଂ, ଫ୍ରାସ୍ୱା ଲୁନେନା ଓ ସ୍ୱାତୀ ଦାସ ଏହାର କାହାଣୀ ଲେଖିଛି । ଏହାକୁ ହ୍ରିତିକ…

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଇଏଏସ ସ୍ତରରେ ଶୁକ୍ରବାର ଦିନ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାର ଅନେକ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିବା ସହ ନୂତନ କାର୍ଯ୍ୟଭାର ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୧୩ ଅକ୍ଟୋବର ୨୦୨୫ ଠାରୁ ଏହା…

କେନ୍ଦ୍ରୀୟ ଡେପୁଟେସନ ପାଇଁ ଦାୟିତ୍ଵ ମୁକ୍ତ ହେବେ ୩ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନ ପାଇଁ ତିନି ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଦାୟିତ୍ଵ ମୁକ୍ତ ହେବେ। ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି। ଦାୟିତ୍ଵ ମୁକ୍ତ ହେବାକୁ ତିନି ଜଣ ଅଧିକାରୀ ହେଲେ ଶାଲିନୀ ପଣ୍ଡିତ, ସମର୍ଥ ବର୍ମା ଏବଂ…

ଆଇପିଏଲ: ମିନି ନିଲାମରେ ଚେନ୍ନାଇ ରିଲିଜ କରିବ ୫ଜଣ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲର ମିନି ନିଲାମ ଖୁବଶୀଘ୍ର ଆୟୋଜିତ ହେବ । ଏହା କେବେ ହେବ ଘୋଷଣା କରାଯାଇ ନ ଥିଲେ ମଧ୍ୟ ବିଭିନ୍ନ ଟିମକୁ ନେଇ କଳ୍ପନା ଜଳ୍ପନା ଓ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି । ଯେତେଦୂର ସମ୍ଭବ ମିନି ନିଲାମ ୧୩ରୁ ୧୫ ଡିସେମ୍ବର ମଧ୍ୟରେ ହୋଇପାରେ । ଏହା ପୂର୍ବରୁ ନଭେମ୍ବର ୧୫…

ପିଲାଙ୍କ କଫ୍ ସିରପ୍ ବ୍ୟବହାରକୁ ଅଧିକ ନିୟନ୍ତ୍ରିତ ଓ ସୁଚିନ୍ତିତ କରିବାକୁ ପରାମର୍ଶ

ଭୁବନେଶ୍ୱର: ୫ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ନିରାପତ୍ତା ଓ ଆରୋଗ୍ୟ ନିମନ୍ତେ କଫ ସିରପ୍ ବ୍ୟବହାରକୁ ଅଧିକ ନିୟନ୍ତ୍ରିତ, ସୁଚିନ୍ତିତ ଓ ଯୌକ୍ତିକ କରିବା ପାଇଁ ସରକାର ଉପଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସମସ୍ତ…

ମୁମ୍ବାଇ ରଣଜୀ ଟିମରୁ ବାଦ ପଡିଲେ ସୂର୍ଯ୍ୟକୁମାର

ମୁମ୍ବାଇ: ଭାରତୀୟ ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଭଲ ଫର୍ମରେ ନାହାନ୍ତି । ତାଙ୍କ ନେତୃତ୍ୱରେ ଭାରତ ଏସିଆ କପ ଟି୨୦ ଟାଇଟଲ ହାସଲ କରିଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଯୋଗଦାନ ଖାସ ନ ଥିଲା । ମୁମ୍ବାଇ କ୍ରିକେଟ ଆସୋସିଏଶନ ଆଗାମୀ ରଣଜୀ ଟ୍ରଫି ସିଜନ ପାଇଁ ଦଳ ଘୋଷଣା…

ଅଣ୍ଡା ଉତ୍ପାଦନର ଶକ୍ତି କେନ୍ଦ୍ର ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ୱର: ଭରପୁର ପୋଷଣ ଥିବା ଖାଦ୍ୟ ହେଉଛି ଅଣ୍ଡା । ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ । ସବୁଠାରୁ କମ ମୂଲ୍ୟରେ ମିଳୁଥିବା ଏହି ପ୍ରାଣୀଜ ଖାଦ୍ୟ ହେଉଛି ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟର ଆଧାର ଓ ଗ୍ରାମୀଣ ଅର୍ଥନୀତିର ଉତ୍ସ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ…

ନିଜ କାରର କାଚ ଭାଙ୍ଗିଦେଲେ ରୋହିତ ଶର୍ମା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ମୁମ୍ବାଇରେ ସେ ଅଭ୍ୟାସ କରୁଥିବା ବେଳେ ପ୍ରଶଂସକମାନେ ଏହାର ମଜା ମଧ୍ୟ ଉଠାଉଛନ୍ତି । ଶିବାଜୀ ପାର୍କ ନେଟ୍ସରେ ହିଟମ୍ୟାନ ଅଭ୍ୟାସ ଅବସରରେ…

ଖୁବଶୀଘ୍ର ମୌସୁମୀ ଅପସାରଣ କରିବ…

ଭୁବନେଶ୍ୱର: ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାରେ ଆହୁରି ଦୁଇ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ଦିନ ସୂଚନା ଦେଇଛି। ଏହାର ପ୍ରଭାବରେ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଏବଂ…