ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ରଖିଥିଲେ
ଭୁବନେଶ୍ୱର: ୨୦,୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ଶିବ ମଲ୍ଲିକଙ୍କୁ ତାଙ୍କ ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରାଯାଇଛି।
ମହାକାଳପଡ଼ା ତହସିଲଦାର ଭାବରେ କାର୍ଯ୍ୟରତ ଏହି ଅଧିକାରୀଙ୍କ ଉପରେ ଚଢାଉ ସମୟରେ ୪ଟି କୋଠା,…