Bihar Polls: ବଡ ଘୋଷଣା କଲେ ପ୍ରଶାନ୍ତ କିଶୋର, କହିଲେ, “ଲଢିବେନି ବିଧାନସଭା ନିର୍ବାଚନ”
ପାଟନା: ବିହାରରେ ନିର୍ବାଚନ ଆଗକୁ ଥିବା ବେଳେ ମଇଦାନରେ ଗଡିକୁ ଘୋଡା ଛୁଟୁଛି । ଏହାରି ଭିତରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବଡ ଘୋଷଣା କରିଛନ୍ତି । ସେ ବିହାର ବିଧାନସଭା ନିର୍ବାଚନରେ ଲଢ଼ିବେ ନାହିଁ ବୋଲି କହିଛନ୍ତି । ପିଟିଆଇ ସହିତ ଏକ ସ୍ୱତନ୍ତ୍ର…