Latest Odisha News

BREAKING NEWS

Yearly Archives

2025

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ କରାଯିବ । ଅକ୍ଟୋବର ୧୦ ତାରିଖ ଠାରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ…

ଯୋଗାଣ ବିଭାଗ ଦ୍ୱାରା ୪୬ଟି ଘରୋଇ ରନ୍ଧନ ଗ୍ୟାସ ଜବତ

ଭୁବନେଶ୍ୱର: ବିଏମସି ଯୋଗାଣ ଉପ ବିଭାଗ ଦ୍ୱାରା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳରେ ଘରୋଇ ରନ୍ଧନ ଗ୍ୟାସର କଳାବଜାରୀଙ୍କ ଉପରେ ଚଢ଼ାଉ କରାଯାଇଛି । ଘରୋଇ ରନ୍ଧନ ଗ୍ୟାସ କଳାବଜାରୀ କରିବା ସହ ଚଢା ମୂଲ୍ୟରେ ଅବୈଧ ବିକ୍ରି କରାଯାଉଥିବା ନେଇ ଏହି ଅଞ୍ଚଳରେ ଅଭିଯୋଗ ହେଉଥିଲା । ଏ…

ତେଜସ୍ୱୀଙ୍କ ନୂଆ ପ୍ରତିଶ୍ରୁତି; ଜିତିଲେ ପ୍ରତି ଘରେ ସରକାରୀ ଚାକିରି

ପାଟଣା: ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ ଗୁରୁବାର ପାଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଯେଉଁଥିରେ ସେ କହିଛନ୍ତି ଯେ ଯଦି ମହାଗଠବନ୍ଧନ ସରକାର ତିଆରି କରେ ହୁଏ ତେବେ ପ୍ରତ୍ୟେକ ଘରୁ ଜଣକୁ ସରକାରୀ ଚାକିରି ଯୋଗାଇ ଦିଆଯିବ। ପ୍ରଥମ…

କ୍ରିକେଟରେ ଏଆଇର ଏଂଟ୍ରି

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଂଟେଲଜେନ୍ସିର ବ୍ୟବହାର ଏବେ ପ୍ରାୟ ସମସ୍ତ କ୍ଷେତ୍ରରେ ହେବା ଆରମ୍ଭ ହୋଇଛି । ଆଇସିସି ମହିଳା ଦିିନିକିଆ ବିଶ୍ୱକପ କ୍ରିକେଟରେ ଏହାକୁ ବ୍ୟବହାର କରାଯାଉଛି । ଏଥିସହ କ୍ରିକେଟରେ ଏଆଇର ଏଂଟ୍ରି ହୋଇଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଅବସରରେ ଏଆଇ ପିଚ ରିପୋର୍ଟ…

ଇସମାଇଲ ଦରବାର କହିଲେ ସଲମାନଙ୍କ ସହ ଐଶ୍ଚର୍ଯ୍ୟାଙ୍କ ଭଲ ସମ୍ପର୍କ ଥିଲା

ମୁମ୍ବାଇ: ପ୍ରତିଷ୍ଠିତ ମ୍ୟୁଜିକ ଡାଇରେକ୍ଟର ଇସମାଇଲ ଦରବାର ଏବେ ସଲମାନ ଖାଁ ଓ ଐଶ୍ଚର୍ଯ୍ୟା ରାୟଙ୍କ ସମ୍ପର୍କକୁ ନେଇ ବଡ ଖୁଲାସା କରିଛନ୍ତି । ଏକ ସାକ୍ଷାତକାରେ ଯେତେବେଳେ ତାଙ୍କୁ ପଚରାଗଲା ସଲମାନ ଦେବଦାସ ନ କରିବା ପଛରେ ମୂଖ୍ୟ କାରଣ ଐଶ୍ଚର୍ଯ୍ୟା ରାୟ ଥିଲେ କି ? ସେ କହିଥିଲେ ମୁଁ ମଧ୍ୟ…

ଏଣିକି ବୁକିଂ ଟିକେଟରେ କରିପାରିବେ ତାରିଖ ପରିବର୍ତ୍ତନ 

ନୂଆଦିଲ୍ଲୀ: ୨୦୨୬ ମସିହାରୁ ଆପଣ ଘରେ ହିଁ ଅନଲାଇନରେ ନିଜ ଟିକେଟର ତାରିଖ ପରିବର୍ତ୍ତନ କରିପାରିବେ ବୋଲି ଭାରତୀୟ ରେଳବାଇ ତରଫରୁ ସୂଚନା ଦିଆଯାଇଛି। ଅର୍ଥାତ୍ ଯଦି ଆପଣ ନଭେମ୍ବର ୧୩ ତାରିଖ ପାଇଁ ଟିକେଟ ବୁକ୍ କରିଛନ୍ତି କିନ୍ତୁ କୌଣସି କାରଣରୁ ଆପଣ ନଭେମ୍ବର ୨୦ ତାରିଖରେ ଯାତ୍ରା…

ଜମ୍ମୁ କାଶ୍ମୀରର ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ; ଏହି କାରଣ ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ ରହିବାକୁ…

ନୂଆଦିଲ୍ଲୀ:ଗୁରୁବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କାଶ୍ମୀରର ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ଶାହ ବୈଠକରେ ସ୍ପଷ୍ଟ କରିଥିଲେ ଯେ ଆତଙ୍କବାଦ ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଜାରି ରହିବ। ଏଥିସହ…

ପ୍ରଧାନ ବିଚାରପତିଙ୍କୁ ଜୋତା ଫିଙ୍ଗିବା ପ୍ରସଙ୍ଗ; ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA) ଗୁରୁବାର ଦିନ ଆଇନଜୀବୀ ରାକେଶ କିଶୋରଙ୍କ ଅସ୍ଥାୟୀ ସଦସ୍ୟତା ବାତିଲ କରିଛି। ଗତ ସୋମବାର ଦିନ କିଶୋର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗାଭାଇଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। ଏହି ଘଟଣା କୋର୍ଟ କାର୍ଯ୍ୟକାଳ ସମୟରେ…

ଭୁବନେଶ୍ୱରରେ ମାଛ ମାର୍କେଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ 

ଭୁବନେଶ୍ୱର: ଭୁବନେଶ୍ୱରରେ ମାଛ ମାର୍କେଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଦେଶର ସମସ୍ତ କୃଷିମନ୍ତ୍ରୀଙ୍କ ସହ ଏକ ବୈଠକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।…

ଲେଭଲ୍ କ୍ରସିଂରେ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ଜନସାଧାରଣଙ୍କ ସହଯୋଗ ଲୋଡିଲା ରେଳବାଇ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଲେଭଲ୍ କ୍ରସିଂ (ଏଲ୍ସି) ଗେଟ୍ ଉଲ୍ଲଂଘନ ଏବଂ ସଡକ ଯାନ ଦ୍ୱାରା ଗେଟ୍ ଭାଙ୍ଗିବା ଘଟଣା ବୃଦ୍ଧି ଘଟଣା ସମ୍ବନ୍ଧରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛି । ଯାହା କେବଳ ଜୀବନକୁ ବିପଦରେ ପକାଏନାହିଁ ବରଂ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରେ ଟ୍ରେନ…