ଜମ୍ମୁ-କାଶ୍ମୀରରେ ଦୁଇ ଯବାନ ନିଖୋଜ; ପ୍ରତିକୂଳ ପାଗ ସତ୍ତ୍ବେ ସର୍ଚ୍ଚ ଅପରେସନ ଜାରି
ଶ୍ରୀନଗର: ଭାରତୀୟ ସେନା ବୁଧବାର (୮ ଅକ୍ଟୋବର) ସୂଚନା ଦେଇଛି ଯେ ଜମ୍ମୁ - କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଦୁଇ ଜଣ ଯବାନ ନିଖୋଜ ଅଛନ୍ତି । ସେନା ଅନୁଯାୟୀ, ଚେନାବ ଉପତ୍ୟକାର କିସ୍ତୱାର-କୋକେରନାଗ ରେଞ୍ଜରେ ଅକ୍ଟୋବର ୬-୭ ତାରିଖରେ ଆରମ୍ଭ ହୋଇଥିବା ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ ଦୁଇ…