ନୂଆପଡାରେ ଫ୍ଲାଗ୍ ମାର୍ଚ୍ଚ; ସହଯୋଗ ପାଇଁ ଏସ୍ପିଙ୍କ ନିବେଦନ
ନୂଆପଡ଼ା: ନୂଆପଡା ବିଧାନସଭା ଉପନିର୍ବାଚନ ଆସନ୍ତା ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୦ । ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଅକ୍ଟୋବର ୧୩ ତାରିଖରେ ଜାରି କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ପରିସରରେ ବାରିକେଟ୍…