ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା !୨ ଜଣଙ୍କୁ ଉଠାଇ ନେଇ ପଚରାଉଚରା
ଭଦ୍ରକ: ଚାନ୍ଦବାଲି ଥାନା ଅଞ୍ଚଳର ଘଞ୍ଚ ଜଙ୍ଗଲରେ ନାବାଳିକାର ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ । ବାଲିଗାଁ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ଥିବା ଘଞ୍ଚ ବୁଦା ଭିତରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ନ୍ୟାୟ ଦାବିରେ ସ୍ଥାନୀୟ…