Latest Odisha News

BREAKING NEWS

Yearly Archives

2025

ପୀତବାସଙ୍କୁ ଗୁଳିମାରି ହତ୍ୟା ଘଟଣା: ରାଜ୍ୟବ୍ୟାପୀ ଆଇନଜୀବୀଙ୍କ କଲମ ଛାଡ଼ ଡାକରା

କଟକ: ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ରାଜ୍ୟବ୍ୟାପୀ ଆଇନଜୀବୀଙ୍କ କଲମ ଛାଡ଼ ଡାକରା। ଆଜି ସାରା ରାଜ୍ୟର ଆଇନଜୀବୀମାନଙ୍କ ସଂପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ। ରାଜ୍ୟ ଆଇନଜୀବୀ ପରିଷଦର ଜରୁରୀ ବୈଠକରେ କଲମ ଛାଡ଼…

କଫ୍ ସିରପ ମୃତ୍ୟୁ ମାମଲା; ଚାଲିଗଲା ଆଉ ଦୁଇ ଶିଶୁଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛିନ୍ଦୱାରା ଜିଲ୍ଲାରେ କଫ ସିରପ ଜନିତ ମୃତ୍ୟୁ ସଂଖ୍ୟାରେ ୧୬କୁ ବୃଦ୍ଧି ପାଇଛି। ମଙ୍ଗଳବାର ଚିକିତ୍ସିତ ହେଉଥିବା ଦୁଇଜଣ ପିଲାଙ୍କ କିଡନୀ ଫେଲ ହୋଇଯିବା ଯୋଗୁଁ ମୃତ୍ୟୁବରଣ କରିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଧିରେନ୍ଦ୍ର…

Weather Update: ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆସୁଛି ଏକ ଲଘୁଚାପ। ୯ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଅଧିକ ଘନୀଭୂତ ହୋଇ ଏହା ଲଘୁଚାରରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ…

ସିଲିଣ୍ଡର ବୋଝେଇ ଟ୍ରକକୁ ପିଟିଲା ଟ୍ୟାଙ୍କର, ଭୟଙ୍କର ବିସ୍ଫୋରଣରେ ଜଣେ ମୃତ

ଜୟପୁର: ମଙ୍ଗଳବାର ବିଳମ୍ବିତ ରାତିରେ ରାଜସ୍ଥାନ ଜୟପୁର-ଆଜମୈର ରାଜପଥର ସାୱାର୍ଦା କଲଭର୍ଟ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଏଲପିଜି ଟ୍ରକକୁ ପିଟିଲା ଟ୍ୟାଙ୍କର। ସିଲିଣ୍ଡର ବୋଝେଇ ଟ୍ରକରେ ନିଆଁ ଲାଗିବା ପରେ ଗୋଟାଏ ପରେ ଗୋଟାଏ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ…

Terror Attack in Rajouri: ରାଜୌରୀରେ ଏନକାଉଣ୍ଟର, ୪ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାବାହିନୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି । ଜମ୍ମୁ-କାଶ୍ମୀର ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଜୌରୀର କଣ୍ଡି ଥାନା ଅଞ୍ଚଳର ବିରନ୍ଥୁବ ଅଞ୍ଚଳରେ ଆତଙ୍କବାଦୀ ଏବଂ ଏକ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ଦଳ ମଧ୍ୟରେ ଗୁଳି ବିନିମୟ ହୋଇଛି।…

ଗ୍ରାନାଇଟ୍ ଖଣିରେ ବିସ୍ଫୋରଣ;୩ ମୃତ, ଗୁରୁତରଙ୍କ ମଧ୍ୟରେ ଓଡ଼ିଆ…

ପାରଳାଖେମୁଣ୍ଡି: ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମିଳିଆପୁଟି ମଣ୍ଡଳମ ଅନ୍ତର୍ଗତ ଗଙ୍ଗାରାଜପୁରମ୍ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଗଙ୍ଗାରାଜପୁରମସ୍ଥିତ ଏକ ଗ୍ରାନାଇଟ୍ ଖଣିରେ ବିସ୍ଫୋରଣ ଯୋଗୁଁ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ…

ଫୁଲବାଣୀ ଜେଲ୍‌ର ବିଚାରାଧୀନ କଏଦୀଙ୍କ ମୃତ୍ୟୁ,କାରଣ…

କନ୍ଧମାଳ:ଫୁଲବାଣୀ ଜେଲ୍‌ ର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ବିଚାରାଧୀନ କଏଦୀ ଯଶୋବନ୍ତ ଅମାତଙ୍କ ମୃତ୍ୟୁ ହୋଇଛି। ଗତମାସ ଗଞ୍ଜେଇ ଚାଲାଣ ମାମଲାରେ ଫିରିଙ୍ଗିଆରୁ ଗିରଫ ହୋଇଥିଲେ । କଏଦୀଙ୍କ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ଜଣକ…

ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା: ୮ରେ ଓକିଲଙ୍କ ରାଜ୍ୟବ୍ୟାପୀ କଲମଛାଡ଼ ଡାକରା

ଭୁବନେଶ୍ବର: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ରାଜ୍ୟ ବାର୍ କାଉନସିଲ୍‌ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଏହା ସହ ଘଟଣାର ପ୍ରତିବାଦରେ ୮ତାରିଖ( ବୁଧବାର) ରାଜ୍ୟ ବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଏହା ସହିତ ପୀତବାସଙ୍କ ପରିବାରକୁ ୧ କୋଟି ଟଙ୍କା…

ପାହାଡ଼ରେ ଭୂସ୍ଖଳନ, ଚଳନ୍ତା ବସ୍ ଉପରେ ପଡ଼ିଲା ଭଗ୍ନାବଶେଷ, ୧୫ ଜଣଙ୍କ ମୃତ୍ୟୁ

ଶିମଲା: ହିମାଚଳପ୍ରଦେଶର ବିଳାସପୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ବରଠୀ ଅଞ୍ଚଳର ଭଲୁ ସେତୁ ନିକଟରେ ଭୂସ୍ଖଳନ ହୋଇଥିଲା । ଫଳରେ ଏକ ଘରୋଇ ଚଳନ୍ତା ବସ୍ ଉପରେ ଭଗ୍ନାବଶେଷ/ ବଡ ପଥର ଖସିପଡ଼ିଛି। ରିପୋର୍ଟ ଅନୁଯାୟୀ, ଏଥିରେ ୩୦ ଜଣ ଯାତ୍ରା…

ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣିବା ଘଟଣା: ଅଭିଯୁକ୍ତକୁ କାବୁ କଲା ପୋଲିସ

ପୁରୀ: ପୁରୀ କଣାସରେ ଜଘନ୍ୟ କାଣ୍ଡ । ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ । ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀ ବସ୍‌ରେ ଯାତ୍ରା କରୁଥିବାବେଳେ ବସ୍ ଭିତରେ ପଶି ୭ଜଣଙ୍କୁ ଅମାନୁଷିକ ଭାବେ ହାଣି ପକାଇଛି ଯୁବକ । ଖବର ପାଇ…