Latest Odisha News

BREAKING NEWS

Yearly Archives

2025

ଏସୀୟ ଟେବୁଲ୍ ଟେନିସ ଟିମ୍ ଚାମ୍ପିଆନସିପ୍ ପାଇଁ ଟ୍ରଫି ଅନାବରଣ ଓ ଟ୍ରଫି ଟୁର ବସର ଶୁଭ ଉଦ୍ଘାଟନ

ଭୁବନେଶ୍ୱର: ଚଳିତ ମାସ ୧୧ ତାରିଖରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ହେବ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିଆନସିପ୍ । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମର ଇଣ୍ଡୋର୍ ଆଥେଲେଟ୍ସିକ ସେଣ୍ଟରଠାରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ…

ODISHA VIGILANCE: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ

କୋରାପୁଟ: ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ। ବିଲ କ୍ଲିଅରାନ୍ସ ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ…

ଭାରତର କେଉଁ ରାଜ୍ୟରେ ଦେବାକୁ ପଡ଼ିନଥାଏ ଇନ୍‌କମ୍ ଟ୍ୟାକ୍ସ ? ଓଡ଼ିଶା ରହିଛି କି ଏହି ତାଲିକାରେ

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ କୋଟି କୋଟି ଲୋକ ନିଜର ଆୟର ବିବରଣୀ ଇନକମ ଟ୍ୟାକ୍ସ ବିଭାଗକୁ ପ୍ରଦାନ କରନ୍ତି। ବେତନ, ବ୍ୟବସାୟ, ସେୟାର ମାର୍କେଟ କିମ୍ବା ନିବେଶରୁ ହେଉଥିବା ଆୟ ଉପରେ ଟ୍ୟାକ୍ସ ଦେବା ଏକ ସାଧାରଣ ବିଷୟ। କିନ୍ତୁ ଆପଣ ଜାଣନ୍ତି କି, ଭାରତରେ ଏପରି ଏକ ରାଜ୍ୟ ଅଛି, ଯେଉଁଠାରେ…

ପୋଲିସ କବଜାରେ ଆନ୍ତଃରାଜ୍ୟ କଫ ସିରଫ ରାକେଟ୍; ୧୫୦୦ ବୋତଲ ଜବତ

ବରଗଡ଼: ବରଗଡ଼ ପୋଲିସ ଅପରାଧ ନିୟନ୍ତ୍ରଣ ପାଇଁ ଚଢ଼ାଉ କରୁଛି । ସୋମବାର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରୁ ୧୫୦୦ କଫ ସିରଫ ଜବତ କରିବା ସହ ୫ ଦେଶୀ ବନ୍ଧୁକ, ୨୦ଟି ଜୀବନ୍ତ ଗୁଳି, ୩ ଟି ଅଫୁଟା ଗୁଳି,୧୬ଟି ମୋବାଇଲ ,୫ ଚାରିଚକିଆ ଯାନ ସହ ନଗଦ ୫୭ ହଜାର ୨୦୦ ଟଙ୍କା ଜବତ କରିଛି ପୋଲିସ।…

ଓଡ଼ିଶା ପୋଲିସ ମୁଖ୍ୟାଳୟରେ ମହାରାଷ୍ଟ୍ର ପୋଲିସର ସ୍ୱତନ୍ତ୍ର ଟିମ: ବିଭିନ୍ନ ଡିଜିଟାଲ୍ ମଡ୍ୟୁଲ୍‌ର କଲେ ସୁପରିଚାଳନା

ଭୁବନେଶ୍ୱର: ମହାରାଷ୍ଟ୍ର ପୋଲିସର ଏକ ସ୍ୱତନ୍ତ୍ର ଟିମ ଓଡ଼ିଶା ପୋଲିସ ମୁଖ୍ୟାଳୟ, କଟକକୁ ଗସ୍ତ କରି ଓଡ଼ିଶା ପୋଲିସ ଦ୍ୱାରା ବିକଶିତ ଏବଂ ସଫଳ ଭାବରେ ରୂପାୟିତ ହୋଇଥିବା ଉନ୍ନତ ବୈଷୟିକ ଜ୍ଞାନ କୌଶଳର ପ୍ରୟାସ ସମ୍ପର୍କରେ ଅଧ୍ୟୟନ କରିଛନ୍ତି। ବିଭିନ୍ନ ଡିଜିଟାଲ୍ ମଡ୍ୟୁଲ୍‌ର ସୁପରିଚାଳନା…

ସବୁକିଛି ଫ୍ରି ଦେଇ କେମିତି ଟଙ୍କା ରୋଜଗାର କରେ ଇନଷ୍ଟାଗ୍ରାମ? ଆପଣଙ୍କ ଭ୍ୟୁରେ ହିଁ…

ନୂଆଦିଲ୍ଲୀ: ଆପଣ ପ୍ରତିଦିନ Instagram ବ୍ୟବହାର କରନ୍ତି। ଫଟୋ ସେୟାର କରନ୍ତି, ରିଲ ଦେଖନ୍ତି, ବନ୍ଧୁମାନଙ୍କୁ ଫଲୋ କରନ୍ତି ଏବଂ ଘଣ୍ଟା ଘଣ୍ଟା ରିଲ୍ସ ସ୍କ୍ରୋଲ କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି Instagram ଆପଣଙ୍କୁ ସବୁକିଛି ମାଗଣାରେ ଦେଉଥିବା ବେଳେ କିପରି ଟଙ୍କା ରୋଜଗାର…

କାହିଁକି ୨୨ ୟାର୍ଡ ଲମ୍ବା ଜମିକୁ କରାଯାଏ କ୍ରିକେଟ ପିଚ୍? କାରଣ ଜାଣିଲେ…

ନୂଆଦିଲ୍ଲୀ: କ୍ରିକେଟ ବିଶ୍ୱର ସବୁଠାରୁ ପୁରୁଣା ଏବଂ ପ୍ରିୟ ଖେଳ ମଧ୍ୟରୁ ଗୋଟିଏ। ଏହାର ଇତିହାସ ଇଂଲଣ୍ଡରେ ଷୋଡ଼ଶ ଶତାବ୍ଦୀରୁ ଆରମ୍ଭ ହୋଇଛି। ସମୟ ସହିତ, ଖେଳର ନିୟମ ଏବଂ ଗଠନରେ ଅନେକ ପରିବର୍ତ୍ତନ ଆସିଛି। କିନ୍ତୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏକ ସାଧାରଣ ପ୍ରଶ୍ନ ହେଉଛି କାହିଁକି…

ମେଡିସିନ୍ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ସମ୍ମାନଜନକ ନୋବେଲ୍ ପୁରସ୍କାର ଘୋଷଣା। ୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍‌ରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ମ୍ୟାରି ଇ. ବ୍ରୋନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍, ସିମୋନ ଶାକାଗୁଚିଙ୍କୁ ମିଳିବ ନୋବେଲ୍ ପୁରସ୍କାର। ଶରୀରରେ ପ୍ରତିରୋଧକ ଶକ୍ତି…

୭ବର୍ଷ ମଧ୍ୟରେ ଏତେ ବୃଦ୍ଧି ପାଇଛି ଭାରତୀୟଙ୍କ ଦରମା, ସଂଖ୍ୟା ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ: ଦେଶର ସାଧାରଣ ନାଗରିକଙ୍କ ଆୟ ଏବଂ ଖର୍ଚ୍ଚ ଉପରେ ଏକ ସାମ୍ପ୍ରତିକ ସରକାରୀ ରିପୋର୍ଟ ଆଶ୍ଚର୍ଯ୍ୟଜନକ। ରିପୋର୍ଟ ଅନୁଯାୟୀ, ଗତ ସାତ ବର୍ଷ ମଧ୍ୟରେ ହାରାହାରି ଦରମା ବୃଦ୍ଧି ପାଇଛି, କିନ୍ତୁ କିଛି ପରିମାଣରେ, ଯାହା ମୁଦ୍ରାସ୍ଫୀତି ତୁଳନାରେ ପ୍ରଭାବକୁ ସର୍ବନିମ୍ନ କରିଛି। ସରକାରୀ…

ବଲିଉଡର ଅଶୁଭ ଫିଲ୍ମ, ନେଇଥିଲା ଅନେକ ମୁଣ୍ଡ

ମୁମ୍ବାଇ: ବଲିଉଡରେ ଏ ଭଳି ଏକ ଫିଲ୍ମ ରହିଛି ଯାହାକୁ ଅଶୁଭ ମନେ କରାଯାଏ । ଏହି ଫିଲ୍ମ ରିଲିଜ ହେବା ପାଇଁ ୨୩ ବର୍ଷ ସମୟ ନେଇଥିଲା । ଏହା ମଧ୍ୟରେ ଏଥିରେ ଅଭିନୟ କରିଥିବା ଅନେକ ବଡ କଳାକାର ଆର ପାରିକୁ ଚାଲି ଯାଇଥିଲେ । ମୁଗଲ ଏ ଆଜମ ଫେମ ନିର୍ଦ୍ଦେଶକ କେ ଆସିଫ ଲୈଲା ମଜନୁଙ୍କ ଉପରେ ଫିଲ୍ମ…