Latest Odisha News

BREAKING NEWS

Yearly Archives

2025

କଟକରେ କର୍ଫ୍ୟୁ; ଜାଣନ୍ତୁ କ’ଣ ଖୋଲା ଓ କ’ଣ ବନ୍ଦ

କଟକ: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ମା ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିଲା ହିଂସାକାଣ୍ଡ। ଏବେ ସ୍ଥିତିକୁ ଦୃଷ୍ଟିରେ ରଖି ରବିବାର ରାତିରୁ କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା…

ପୂର୍ବତନ ଭାରତୀୟ ବାୟୁସେନା ହିରୋ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

ଭୁବନେଶ୍ୱର: ପୂର୍ବତନ ଭାରତୀୟ ବାୟୁସେନା (ଆଇଏଏଫ) ପାଇଲଟ୍ ସୂର୍ଯ୍ୟ କୁମାର ନନ୍ଦଙ୍କର ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ସୂର୍ଯ୍ୟ କୁମାର ଶୁକ୍ରବାର ଭୁବନେଶ୍ୱରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ୧୯୩୫ ମସିହାରେ…

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୭ ମୃତ, ଅନେକ ୪ ଗୁରୁତର

ଜୟପୁର: ରାଜସ୍ଥାନ ଜୟପୁରର ସୱାଇ ମାନ ସିଂ (SMS) ହସ୍ପିଟାଲରେ ବଡ ଧରଣର ଅଘଟଣ । ହସ୍ପିଟାଲରେ ନିଆଁଲାଗି ୭ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି । ଟ୍ରମା ସେଣ୍ଟରର ଦ୍ୱିତୀୟ ମହଲାରେ ଅବସ୍ଥିତ ନ୍ୟୁରୋ ଆଇସିୟୁ ୱାର୍ଡର ଷ୍ଟୋରରେ ଏହି ଦୁର୍ଘଟଣା ଘଟିଛି ।…

ଅସୁରକ୍ଷିତ ରାଜଧାନୀ, ଦୁର୍ବୁତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୨ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ଗୁଳି । ଭୁବନେଶ୍ବର ଉପକଣ୍ଠ ଇନଫୋଭାଲି ଥାନା ଅଞ୍ଚଳର ଦେଉଳିଆ ପାଟଣା ଭାଇ ଭାଇ ମଠ ନିକଟରେ ଗୁଳିମାଡ଼ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବାବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ୪ ରାଉଣ୍ଡ ଫାୟାରିଂ କରିଥିଲେ…

ବରୁଣେଇରେ ବାର୍‌ହା ଆତଙ୍କ, ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଯାଇ ଫସିଲା ପୋଲିସ

ଖୋର୍ଦ୍ଧା: ବରୁଣେଇରେ ବାର୍‌ହା ଆତଙ୍କ । ଜିଲ୍ଲାର ବରୁଣେଇ ପାହାଡ଼ରେ ଏକ ହିଂସ୍ର ବାର୍‌ହାର ଆତଙ୍କ ଯୋଗୁଁ ପର୍ଯ୍ୟଟକ ଓ ଉଦ୍ଧାରକାରୀ ଟିମ୍‌ ଗଛ ଉପରେ ଫସି ରହିଥିଲେ । ଅନ୍ୟପଟେ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଯାଇଥିବା ଜଣେ ପୋଲିସଙ୍କ ପତ୍ତା ମିଳୁନଥିବାବେଳେ ଜଣେ ପର୍ଯ୍ୟଟକ ଆହତ ଅବସ୍ଥାରେ…

ଏହି ଦେଶରେ ପ୍ରଥମେ ଆରମ୍ଭ ହୋଇଥିଲା ଓ୍ବାଇନ୍, ଏବେ ସମଗ୍ର ବିଶ୍ବରେ ପ୍ରସିଦ୍ଧ ହୋଇଛି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଜର୍ଜିଆକୁ ମଦର ଜନ୍ମସ୍ଥାନ ଭାବରେ ଜଣାଯାଏ । ଜାତୀୟ ରାଜଧାନୀ ତବିଲିସିରେ ଅବସ୍ଥିତ ମଦର ଜର୍ଜିଆଙ୍କ ପ୍ରତିମୂର୍ତ୍ତି ଗୋଟିଏ ହାତରେ ଖଣ୍ଡା ଏବଂ ଅନ୍ୟ ହାତରେ ଓ୍ବାଇନର କପ ଧରିଛନ୍ତି । ଏହି ପ୍ରତୀକକୁ ଜର୍ଜିଆ ଲୋକଙ୍କ ସ୍ୱାଧୀନତା ଏବଂ ଉଷ୍ମ ଆତିଥ୍ୟର ପ୍ରତୀକ…

କଟକରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଅପିଲ କଲେ ପିସିସି ସଭାପତି

ଭୂବନେଶ୍ବର: ଦୀର୍ଘ ବର୍ଷ ଧରି ଧର୍ମ ବର୍ଣ୍ଣ ନିର୍ବିଶେଷରେ କଟକରେ ଭାଇଚାରା ଭିତ୍ତିରେ ଦଶହରା ପର୍ବ ପାଳନ କରିଥାନ୍ତି। ତେବେ ଭାଇଚାରାର ସହର କଟକ ଦରଘା ବଜାରରେ ଦଶହରା ଭସାଣି ସମୟରେ ଯେଭଳି ଘଟଣା ଘଟିଲା ଏହାକୁ ନେଇ ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଉଦବେଗ ପ୍ରକାଶ କରିଛନ୍ତି। ଏଥିସହ…

କଟକର ଏହି ଅଞ୍ଚଳରେ ୩୬ ଘଣ୍ଟା ପାଇଁ ଲାଗିଲା କର୍ଫ୍ୟୁ; ଜରୁରୀ ସେବା ଓ ସ୍କୁଲ୍‌କୁ ଦିଆଯାଇଛି ବାଦ…

କଟକ: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ମା ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିଲା ହିଂସାକାଣ୍ଡ । ଏହାପରେ ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ବନ୍ଦ ଡାକରାକୁ ସମର୍ଥନ କରି ରବିବାର ଅନେକ ସଂଗଠନ ପକ୍ଷରୁ ରାଲି ବେଳେ ଉପୁଜିଥିବା ଉତ୍ତେଜନା କାରଣରୁ କଟକରେ ୨୪ ଘଣ୍ଟା…

ଦାର୍ଜିଲିଂରେ ବର୍ଷାର ତାଣ୍ଡବ: ଭୂସ୍ଖଳନ ଏବଂ ପୋଲ ଭୁଶୁଡ଼ି ୧୮ ମୃତ; ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ:ଉତ୍ତର ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଦାର୍ଜିଲିଂ ଜିଲ୍ଲାରେ ଭୂସ୍ଖଳନ ଏବଂ ପୋଲ ଭୁଶୁଡ଼ି ପଡ଼ିବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇଜଣ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ରିପୋର୍ଟ ଅନୁଯାୟୀ,…

ଏସଆଇ ନିଯୁକ୍ତିରେ ଦୁର୍ନୀତି ମାମଲା; ଆଉ ଜଣେ ବ୍ୟକ୍ତି ଗିରଫ

ଭୁବନେଶ୍ୱର: ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷାରେ ଠକେଇ ଅଭିଯୋଗର ତଦନ୍ତ କରି ଆଉ ଜଣେ ବ୍ୟକ୍ତିଙ୍କୁ  କ୍ରାଇମବ୍ରାଞ୍ଚ ରବିବାର ଦିନ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ୪୩ ବର୍ଷୀୟ ଅରବିନ୍ଦ ଦାସ। ଯିଏକି ବାଲେଶ୍ୱର ଜିଲ୍ଲାର ସିଙ୍ଗାଲା ଥାନା ଅନ୍ତର୍ଗତ ନାବରା…