ଲାଞ୍ଚ ଅଭିଯୋଗରେ ସିଏଚଏସଇର ପୂର୍ବତନ କର୍ମଚାରୀଙ୍କୁ ୩ ବର୍ଷ ଜେଲ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ପୂର୍ବତନ ଜୁନିଅର ଡାଏରିଷ୍ଟ ଅଜୟ କୁମାର ମହାନ୍ତିଙ୍କୁ ଲାଞ୍ଚ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱରର ଭିଜିଲାନ୍ସ କୋର୍ଟ।
ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ଅଜୟ ମହାନ୍ତିଙ୍କୁ ଦୁର୍ନୀତି ନିବାରଣ ଆଇନ, ୧୯୮୮ର…