Latest Odisha News

BREAKING NEWS

Yearly Archives

2025

ପାକିସ୍ତାନରେ ପୁଣି ବିସ୍ଫୋରଣରେ ଉଡ଼ିଲା ଟ୍ରେନ୍

କ୍ୱେଟା: ପାକିସ୍ତାନର କ୍ୱେଟା ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ସୁଲତାନ କୋଟ ନିକଟରେ ଥିବା ଟ୍ରାକରେ ଆଇଇଡିରେ ବିସ୍ଫୋରଣ କରାଯାଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଟ୍ରେନର ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା। ଯାହା ଫଳରେ ଅନେକ ଯାତ୍ରୀ ଆହତ ହେବା ସହ ଅନେକ…

କଟକରେ କର୍ଫ୍ୟୁ କୋହଳ, ସ୍ଵାଭାବିକ ହେଉଛି ସ୍ଥିତି

କଟକ: କଟକରେ ୩୬ ଘଣ୍ଟିଆ କର୍ଫ୍ୟୁ ମଙ୍ଗଳବାର ସକାଳ ୧୦ଟାରେ ଶେଷ ହେବା ପରେ ସ୍ଵାଭାବିକ ହେଉଛି ଜନଜୀବନ। ରବିବାର ସହରରେ ହିଂସା ପାଇଁ ହ୍ୱାଟ୍ସଆପ୍, ଫେସବୁକ୍ ଏବଂ ଏକ୍ସ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ଅପବ୍ୟବହାର ଯୋଗୁଁ ତଥା ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରିତ ହେଉଥିବା…

ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା; ଖୁବଶୀଘ୍ର ଦୋଷୀଙ୍କୁ ଧରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଖୋଜି ବାହାର…

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗସ୍ତ, ୨୦ ଆହତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ରାଧାବଲ୍ଲଭପୁର ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ବସ୍ ଓଲଟି ପଡ଼ିଛି। ପଶ୍ଚିମବଙ୍ଗରୁ ପ୍ରାୟ ୬୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିବାରୁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୁରୀ ଶ୍ରୀ ଜଗନ୍ନାଥ…

Modi VS Mamata: ବଙ୍ଗଳାରେ ବିଜେପି ସାଂସଦ ଏବଂ ବିଧାୟକଙ୍କ ଉପରେ ଆକ୍ରମଣ: ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଏମ୍…

କୋଲକାତା: ଉତ୍ତର ବଙ୍ଗଳାରେ ପ୍ରାକୃତିକ ବିପର୍ଯ୍ୟୟ ପରେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଉତ୍ତେଜନା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଜଳପାଇଗୁଡ଼ିର ନାଗରାକାଟାରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷଙ୍କ ଉପରେ ଆକ୍ରମଣ ଉପରେ…

Cough Syrup Tragedy: କଫ ସିରପରେ ମିଳିଲା ଏହି ବିଷାକ୍ତ ପଦାର୍ଥ…ତାମିଲନାଡୁ ଔଷଧ ନିୟନ୍ତ୍ରଣ ବିଭାଗର ରିପୋର୍ଟରେ…

ଛିନ୍ଦୱାଡା: ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ ଯୋଗୁଁ ପିଲାଙ୍କ ମୃତ୍ୟୁ ସମ୍ପର୍କରେ ତାମିଲନାଡୁ ସରକାରଙ୍କ ରିପୋର୍ଟରେ ଏକ ବଡ ଖୁଲାସା ହୋଇଛି। ତାମିଲନାଡୁର ଏକ କମ୍ପାନୀରେ ଅସ୍ୱଚ୍ଛ ଅବସ୍ଥାରେ କଫ ସିରପ ତିଆରି କରାଯାଉଥିଲା। ତାମିଲନାଡୁ ଔଷଧ ନିୟନ୍ତ୍ରଣ ବିଭାଗର ତଦନ୍ତରୁ ଏହି ଖୁଲାସା…

Ind slams Pak at UN:’ନିଜ ନାଗରିକଙ୍କୁ ମାରୁଛି, ୪ ଲକ୍ଷ ମହିଳାଙ୍କୁ ଗଣଦୁଷ୍କର୍ମ,’ ଜାତିସଂଘରେ…

ନୂଆଦିଲ୍ଲୀ: ଭାରତ ପୁଣି ଥରେ ଜାତିସଂଘରେ ପାକିସ୍ତାନକୁ ନିନ୍ଦା କରିଛି। ଏହା ଶତ୍ରୁ ରାଷ୍ଟ୍ର କରୁଥିବା ଘୃଣ୍ୟ କାମର ପର୍ଦ୍ଦାଫାସ୍ କରିଛି । ମହିଳା, ଶାନ୍ତି ଏବଂ ସୁରକ୍ଷା ଉପରେ ଏକ ବିତର୍କ ସମୟରେ ଭାରତ ପାକିସ୍ତାନର ଫମ୍ପା ଦାବିକୁ ଦୃଢ ନିନ୍ଦା କରି ଭାରତର ସ୍ଥାୟୀ ପ୍ରତିନିଧି…

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ; ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳି

ଭୁବନେଶ୍ୱର: ଚଳିତ ବର୍ଷର କାର୍ତ୍ତିକ ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବ୍ରତ ପାଳନ ପାଇଁ ହବିଷ୍ୟାଳିମାନେ ପୁରୀରେ ଆସି ପହଞ୍ଚିଛନ୍ତି। ତେବେ ୧ ମାସ ଧରି ଚାଲିବାକୁ ଥିବା ଏହି ବ୍ରତ ନଭେମ୍ବର ୫ରେ ସମାପ୍ତ ହେବ। ପୁରୀ ର ୫ ଟି ହବିଷ୍ୟାଳୀ କେନ୍ଦ୍ର ରେ ୨୫ଶହ ହବିଷ୍ୟାଳୀଙ୍କ ପାଇଁ…

ପୁଣି ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ, ଜାଣନ୍ତୁ କାହା ଉପରେ ପଡ଼ିବ ପ୍ରଭାବ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ଶୁଳ୍କ ବୋମା ପକାଇଛନ୍ତି। ଆମେରିକାରେ ପ୍ରବେଶ କରୁଥିବା ବିଦେଶୀ ଟ୍ରକଗୁଡ଼ିକ ଉପରେ ନୂତନ ଶୁଳ୍କ ଲାଗୁ କରାଯିବ। ଟ୍ରମ୍ପଙ୍କ ଅନୁଯାୟୀ, ଅନ୍ୟ ଦେଶରୁ ଆମେରିକାରେ ପ୍ରବେଶ କରୁଥିବା ସମସ୍ତ ମଧ୍ୟମ ଏବଂ ଭାରୀ ଟ୍ରକଗୁଡ଼ିକ ଉପରେ…

ଇସ୍ରାଏଲ ଓ ଗାଜା ଯୁଦ୍ଧକୁ ପୂରିଲା ୨ ବର୍ଷ, ଜାଣନ୍ତୁ କେତେ ଯୁଦ୍ଧ ଲଢ଼ିଲାନି…

ନୂଆଦିଲ୍ଲୀ: ଅକ୍ଟୋବର ୭, ୨୦୨୩ ମଧ୍ୟପ୍ରାଚ୍ୟ ଇତିହାସର ଏକ କଳା ଅଧ୍ୟାୟ। ଠିକ୍ ଦୁଇ ବର୍ଷ ପୂର୍ବେ ଏହି ଦିନ ପାଲେଷ୍ଟାଇନୀ ସଂଗଠନ ହମାସ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ବହୁ ସଂଖ୍ୟକ ନିରୀହ ନାଗରିକଙ୍କୁ ହତ୍ୟା କରାଯାଇଥିଲା ଏବଂ ଅନେକଙ୍କୁ ବନ୍ଧକ କରାଯାଇଥିଲା। ହମାସର ଏହି…