Latest Odisha News

BREAKING NEWS

Yearly Archives

2025

ଦରଘା ବଜାର ଭସାଣ ବେଳେ ଗୋଷ୍ଠୀ ସଂଘର୍ଷରେ ୬ ଗିରଫ

କଟକ: ଭାଇଚାରା ସହର କଟକର ଦରଘା ବଜାର ଭସାଣ ସମୟରେ ଗୋଷ୍ଠୀ ସଂଘର୍ଷ ଘଟଣା । ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଦରଘା ବଜାର ସ୍ଥିତ ହାତୀପୋଖରୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା…

NASA Shuts Down: କାହିଁକି ସଙ୍କଟରେ ଆମେରିକାର ପ୍ରମୁଖ ମହାକାଶ ସଂସ୍ଥା ନାସା?

ନୂଆଦିଲ୍ଲୀ: ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିଥିବା ଡୋନାଲ୍ଡ ଟ୍ରମ୍ପ ଏବେ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଆର୍ଥିକ ସଙ୍କଟ ଯୋଗୁଁ, ଆମେରିକାର ପ୍ରମୁଖ ମହାକାଶ ସଂସ୍ଥା ନାସା ଏହାର ଦୈନନ୍ଦିନ ଅପଡେଟ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖିଛି। ନାସା ଏହାର…

Rashmika and Vijay: ନିର୍ବନ୍ଧ କଲେ ବିଜୟ-ରଶ୍ମିକା!

ମୁମ୍ବାଇ: ସତ ହେଲା କି ଚର୍ଚ୍ଚା?, ବିବାହ ବନ୍ଧନରେ ବାନ୍ଧି ହେବେ  ବିଜୟ-ରଶ୍ମିକା!, ସରିଲାଣି ନିର୍ବନ୍ଧ!... ବର୍ଷ ବର୍ଷ ଧରି ଡେଟିଂ କରିବା ପରେ ଏବେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଧାନା ଉଭୟ ସିକ୍ରେଟ ନିର୍ବନ୍ଧ କରିଥିବା ଖବର ସାମ୍ନାକୁ ଆସିଛି । ଦୁହେଁ କେବଳ…

‘କାନ୍ତାରା: ଚାପ୍ଟର ୧’: ଦ୍ବିତୀୟ ଦିନରେ ଏତିକି ରୋଜଗାର କଲା ଫିଲ୍ମଟି..

ହାଇଦ୍ରାବାଦ: ରିଷଭ ଶେଟ୍ଟୀଙ୍କ ଅଭିନୀତ ପୌରାଣିକ ଆକ୍ସନ୍ ଡ୍ରାମା ଫିଲ୍ମ 'କାନ୍ତାରା: ଚାପ୍ଟର 1' ବକ୍ସ ଅଫିସରେ ଦୁଇ ଦିନ ପୂରଣ କରିଛି । କାନ୍ତାରା: ଚାପ୍ଟର 1 ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଏବଂ ଦଶହରାରେ ଅବସରରେ ସାରା ବିଶ୍ୱର ସିନେମା ହଲରେ ମୁକ୍ତିଲାଭ କରିଥିଲା । କାନ୍ତାରା: ଚାପ୍ଟର 1…

ବେଆଇନ ଚାଲାଣବେଳେ ୫୫ଦାଦନ ଉଦ୍ଧାର

ବଲାଙ୍ଗୀର:୫୫ଜଣ ଦାଦନ ଶ୍ରମିକୁଙ୍କ କଣ୍ଟାବାଞ୍ଜି ପୋଲିସ ଉଦ୍ଧାର କରିଛନ୍ତି । ରାତି ଅଧିଆ ଚଢାଉ କରି ବଲାଙ୍ଗିର ପୋଲିସ କଣ୍ଟାବାଞ୍ଜିରୁ ଉଦ୍ଧାର କରିଛି । ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ଜଣେ ଦାଦନ ସର୍ଦ୍ଦାରଙ୍କ ଘରୁ ଶ୍ରମିକ ମାନଙ୍କୁ ପୋଲିସ ଉଦ୍ଧାର କରିଛି । ସର୍ଦ୍ଦାର ଜଣକ…

Sir Creek Dispute: ସର କ୍ରିକ୍ କ’ଣ?, ପାକିସ୍ତାନକୁ ଚେତାଇ ଦେଲା ଭାରତ…

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପାକିସ୍ତାନ ସର କ୍ରିକ ଅଞ୍ଚଳରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରେ, ତେବେ ଏହାକୁ ପ୍ରତିଶୋଧମୂଳକ ଜବାବ ଦିଆଯିବ ଯାହା ପାକିସ୍ତାନର ଇତିହାସ ଏବଂ ଭୂଗୋଳ ଉଭୟକୁ…

ଆସୁଛି ଆଉ ଏକ ଲଘୁଚାପ ! ଆସନ୍ତା ୯ ତାରିଖ ବେଳକୁ…

ଭୁବନେଶ୍ବର: ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସମ୍ଭାବନା ରହିଛି । ଆସନ୍ତା ୯ରୁ ୧୫ ତାରିଖ ଯାଏ ପୂର୍ବ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଏଥିରେ ଆକଳନ କରାଯାଇଛି। ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଅବପାତ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ।…

Modi Praises Trump: ଗାଜାରେ ଶାନ୍ତି ଫେରାଇ ଆଣିବା ପାଇଁ ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କଲେ ମୋଦି, ସୋସିଆଲ…

ନୂଆଦିଲ୍ଲୀ: ଦୁଇ ବର୍ଷର ଯୁଦ୍ଧ ପରେ, ଗାଜାରେ ଶାନ୍ତି ପାଇଁ ଆଶା ବୃଦ୍ଧି ପାଇଛି। ହମାସ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୋଜନାର ଅନେକ ପ୍ରମୁଖ ସର୍ତ୍ତରେ ରାଜି ହୋଇଛି। ଏହି ସମୟରେ, ଇସ୍ରାଏଲ ମଧ୍ୟ କହିଛି ଯେ ଏହା ଆଉ ଗାଜା ଉପରେ ଆକ୍ରମଣ କରିବ ନାହିଁ। ଏହା ଟ୍ରମ୍ପଙ୍କ ଶାନ୍ତି ଯୋଜନାର…

ଭାଇଚାରା ସହରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ;ଭଙ୍ଗାରୁଜା, ଢେଲା ମାଡ଼, ଅଟକି ରହିଲା ମେଢ଼

କଟକ: କଟକରେ ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ । ଦରଘା ବଜାର ସ୍ଥିତ ହାତୀପୋଖରୀ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଛନ୍ତି । ଦଶହରା ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ହାତୀପୋଖରୀ ନିକଟରେ ତୀବ୍ର ଉତ୍ତେଜନା ସୃଷ୍ଟି…

ଏହି ଦେଶରେ ରହିଛି ସୁସ୍ଥ ହାର୍ଟ୍‌ର ସ୍ପେଶାଲ୍ ସିକ୍ରେଟ୍

ମଣିଷ ଶରୀରର ହୃଦପିଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ। ଖାଦ୍ୟପେୟ ଅନିୟମିତତା ହେଉ ବା ଶାରୀରିକ ପରିଶ୍ରମର ଅଭାବ, ବର୍ତ୍ତମାନ ହୃଦରୋଗ ଏକ ବଡ ସମସ୍ୟା ହୋଇ ଛିଡା…