Latest Odisha News
Yearly Archives

2025

Russia Deploys Oreshnik Hypersonic Missile: ପୁଟିନଙ୍କୁ ଟାର୍ଗେଟ ପରେ… ରୁଷ କଲା ପରାମାଣୁ ମିସାଇଲ…

ନୂଆଦିଲ୍ଲୀ:ପରମାଣୁ କ୍ଷମତାସମ୍ପନ୍ନ ଓରେସନିକ କ୍ଷେପଣାସ୍ତ୍ର ପ୍ରଣାଳୀ ମୁତୟନ କଲା ରୁଷ । ମଙ୍ଗଳବାର ଦିନ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ନିକଟରେ ଡ୍ରୋନ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବେଲାରୁଷ ନିଜ…

Asim Munir: କାହିଁକି ଅସୀମ ମୁନିର ନିଜ ଝିଅର ବିବାହ ଗୁପ୍ତ ଭାବରେ କଲେ? ଭୟ ପଛର କାରଣ…

ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ସେନା ମୁଖ୍ୟାଳୟରେ ତାଙ୍କ ଝିଅର ବିବାହ କରିଛନ୍ତି । ଯାହାକି ବହୁତ ଗୁପ୍ତ ଭାବରେ ହୋଇଥିଲା । ମୁନିର ନିଜ ପୁତୁରା ସହିତ ତାଙ୍କ ଝିଅର ବିବାହ କରିଛନ୍ତି। ତେବେ ମୁନିରଙ୍କ ଏପରି ଭୟର କାରଣ କ’ଣ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନର…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ବାରଙ୍ଗ ଅତିରିକ୍ତ ତହସିଲଦାର ଗିରଫ

କଟକ: କଟକ ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତଦନ୍ତ ବେଳେ ତାଙ୍କ ପାଖରେ ଆୟ ବର୍ହିଭୂତ ସମ୍ପତ୍ତି ଥିବା ନେଇ ଜଣାପଡ଼ିଥିଲା। ଯେଉଁଥିରେ ଭୁବନେଶ୍ୱରରେ ୨ଟି ବହୁମହଲା କୋଠା,…

ବଢିବ ଶ୍ରୀମନ୍ଦିର ପରିଚାଳନା ଆୟ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ହଜାର ହଜାର ଏକର ଜମି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥିତ ଢଙ୍ଗରେ ପଡ଼ିରହିଛି। ଏଥିରୁ ଶ୍ରୀମନ୍ଦିରର କିଛି ଆୟ ମଧ୍ୟ ହେଉନାହିଁ। ଏହିସବୁ ସମସ୍ୟାର ସମାଧାନ ନେଇ ପ୍ରସ୍ତାବ ଉପରେ ଆଇନ, ପୂର୍ତ୍ତ ଓ ଅବକାରୀ…

Abhijit Majumdar update: ସୁସ୍ଥ ହେଉଛନ୍ତି ଅଭିଜିତ୍, ଦୁଇଦିନ ଭିତରେ ଏମ୍ସରୁ ହୋଇପାରନ୍ତି ଡିସଚାର୍ଜ

ଭୁବନେଶ୍ବର: ଓଡ଼ିଶା ବାସୀଙ୍କ ପାଇଁ ଖୁସି ଖବର। ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ଦୁଇଦିନ ଭିତରେ ଏମ୍ସରୁ ହୋଇପାରନ୍ତି ଡିସଚାର୍ଜ ।ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ନେଇ ଆସିଲା ବଡ଼ ଖବର। ସେ ଏବେ ସଙ୍କଟରୁ ବାହାରିଛନ୍ତି ସ୍ବାସ୍ଥ୍ୟବସ୍ଥାରେ ସୁଧାର…

ଭାରତ ପାଇଁ ୟେମେନ କେତେ ଗୁରୁତ୍ୱପୂର୍ଣ୍ଣ? ସାଉଦି ଆରବ ମାଧ୍ୟମରେ କିପରି ସହାୟତା ଯୋଗାଏ ଜାଣନ୍ତୁ..

ନୂଆଦିଲ୍ଲୀ: ୟେମେନର ମୁକାଲ୍ଲା ବନ୍ଦର ଉପରେ ସାଉଦି ଆରବର ଆକ୍ରମଣ ପରେ, ୟେମେନ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ଆରବ ଦେଶ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଯୁଦ୍ଧରେ ଲିପ୍ତ ରହିଛି, ଦେଶ ଭିତରେ ବିଭିନ୍ନ ଗୋଷ୍ଠୀ କ୍ଷମତା ଏବଂ ନିୟନ୍ତ୍ରଣ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୟେମେନରେ…

କୋଟିପତି ପିଇଓ ଜିତେନ୍ଦ୍ର ଜେନା ଗିରଫ, ମାର୍କେଟ କମ୍ପ୍ଲେକ୍ସ ଓ ୬ ପ୍ଲଟ…

କେନ୍ଦୁଝର: ଓଡ଼ିଶା ଭିଜିଲାନ୍ସ କେନ୍ଦୁଝରର ହାଟଡିହି ବ୍ଲକ ଅନ୍ତର୍ଗତ ବାଞ୍ଚୋର ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରିଛି। ତଦନ୍ତରୁ ଜଣାପଡିଛି ଯେ ତାଙ୍କ ନାମରେ ଏକ ତିନି ମହଲା କୋଠା, ୧.୩୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ଦୁଇ ମହଲା…

କଂଟା ନ ଥିବା ମାଛ ତିଆରି କଲା ଚୀନ

ବେଜିଂ: ମାଛ ଖାଇବାକୁ କିଏ ବା ନ ଭଲ ପାଏ । ତେବେ କଂଟା ଥିବା ମାଛ ଅନେକଙ୍କୁ ବିରକ୍ତି ପ୍ରଦାନ କରିଥାଏ । ଏହା ମାଛ ପ୍ରିୟ ଲୋକଙ୍କ ପାଇଁ କିଛି ମାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଏବେ ଚୀନର ବୈଜ୍ଞାନିକମାନେ କଂଟା ନ ଥିବା ମାଛ ତିଆରି କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତିି ।…

ମାଞ୍ଜା ସୂତା ଲାଗି ୨ ଗୁରୁତର

କଟକ: କଟକ ବୟାଳିଶ ମୌଜା ଅଞ୍ଚଳରେ ମାଞ୍ଜା ସୂତା ଲାଗି ୨ ଗୁରୁତର ହୋଇଥିବା ଜଣାପଡ଼ିଛି। ବାଇକରେ ଯିବା ବେଳେ ୨ ଜଣଙ୍କ ବେକରେ ସୂତା ଲାଗିଯାଇଥିଲା। ମହିଳାଙ୍କ ସମେତ ୨ ଜଣ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ…

2025 memory: ୨୦୨୫ ଦେଲା ଅପୂରଣୀୟ କ୍ଷତି, ବିଦାୟ ଦେଲେ ଅନେକ ତାରକା….

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଉ ଗୋଟିଏ ରାତି ପରେ ଆସିବ ଆଉ ଏକ ବର୍ଷର ନୂଆ ସକାଳ । ଏକ ନୂତନ ବର୍ଷର ଅଧ୍ୟାୟ ଆରମ୍ଭ ହେବ । ୨୦୨୫ ରୁ ବିଦାୟ ଦେଇ ୨୦୨୬ କୁ ସ୍ବାଗତ କରାଯିବ । ଗୋଟିଏ ନୂଆ ବର୍ଷ ସିନା ଆରମ୍ଭ ହେବ କିନ୍ତୁ ପୁରୁଣା ବର୍ଷର ସ୍ମୃତି ସବୁ ସେମିତି ମନେ ରହିବ । ୨୦୨୫ ଏପରି ଏକ…