ବିଜୟ ହଜାରେ ଟ୍ରଫି: ଚିନ୍ନାସ୍ୱାମୀରେ ଖେଳାଯିବନି ବେଙ୍ଗାଲୁର ମ୍ୟାଚ
ବେଙ୍ଗାଲୁର: ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ହଜାରେ ଟ୍ରଫିର କୌଣସି ମ୍ୟାଚ ଖେଳା ଯିବନି । ଫଳରେ ଏଠାରେ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ଅପେକ୍ଷା କରିଥିବା ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । ଏବେ ସମସ୍ତ ମ୍ୟାଚ ବେଙ୍ଗାଲୁରର ସେଂଟର ଅଫ ଏକ୍ସିଲେନ୍ସିରେ ଖେଳାଯିବ ।…