ଭାରତର କେଉଁ ରାଜ୍ୟରେ ରହିଛି ରାଜକୁମାରଙ୍କ ପାଇଁ ସ୍କୁଲ ? ଯେଉଁଠାରେ ପଢ଼ନ୍ତି ରାଜା ମହାରାଜାଙ୍କ ପିଲା
ନୂଆଦିଲ୍ଲୀ: ଭାରତରେ ଏକ ଏମିତି ସ୍କୁଲ ଅଛି, ଯାହାକୁ ଲୋକେ ‘ଧନୀଙ୍କ ସ୍କୁଲ’ ବୋଲି କୁହନ୍ତି। ଏହାକୁ ‘ଇଷ୍ଟର ଇଟନ୍’ ମଧ୍ୟ କୁହାଯାଏ। ରାଜସ୍ଥାନର ଅଜମେରରେ ଅବସ୍ଥିତ ମେୟୋ କଲେଜ ଦେଶର ସବୁଠୁ ପୁରୁଣା ଓ ଆଡ଼ମ୍ବରପୂର୍ଣ୍ଣ ବୋର୍ଡିଂ ସ୍କୁଲଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆସନ୍ତୁ ଏହା ବିଷୟରେ…