ନୂଆ ଖୁଲାସା: ସ୍କୁବା ଡାଇଭିଂ ନୁହେଁ, ବରଂ ପହଁରିବା ସମୟରେ ଜୁବୀନ ଗର୍ଗଙ୍କ ମୃତ୍ୟୁ ହୋଇଥିଲା !
ଆସାମ: ପ୍ରସିଦ୍ଧ ଗାୟକ ଏବଂ ସଂଗୀତଜ୍ଞ ଜୁବୀନ ଗର୍ଗଙ୍କ ମୃତ୍ୟୁ ସମ୍ପର୍କରେ ନିରନ୍ତର ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ଗଣମାଧ୍ୟମ ରିପୋର୍ଟଗୁଡ଼ିକ ଏବେ ଦାବି କରୁଛି ଯେ ଜୁବୀନ ସିଙ୍ଗାପୁରର ଏକ ଦ୍ୱୀପରେ ପହଁରିବା ସମୟରେ ବୁଡ଼ି ମୃତ୍ୟୁବରଣ କରିଥିଲେ, ଯେତେବେଳେ ପୂର୍ବ ରିପୋର୍ଟଗୁଡ଼ିକ…