Latest Odisha News

BREAKING NEWS

Yearly Archives

2025

Pandit Chhannulal Mishra: ଆରପାରିରେ ଶାସ୍ତ୍ରୀୟ ଗାୟକ ପଦ୍ମବିଭୂଷଣ ପଣ୍ଡିତ ଛନ୍ନୁଲାଲ ମିଶ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୪ ପ୍ରସ୍ତାବକ ଥିବା ପ୍ରଖ୍ୟାତ ଭାରତୀୟ ଶାସ୍ତ୍ରୀୟ ଗାୟକପଣ୍ଡିତ ଛନ୍ନୁଲାଲ ମିଶ୍ରାଙ୍କର ଗୁରୁବାର ଭୋର ୪:୧୫ ମିନିଟରେ ୮୯ବର୍ଷ ବୟସରେ ଦେହାନ୍ତ ହୋଇଛି। ଝିଅ ନମ୍ରତା ମିଶ୍ର ସୂଚନା ଦେଇଛନ୍ତି ଯେ ତାଙ୍କ ବାପା ମିର୍ଜାପୁରରେ ଘରେ ଥିଲେ।…

DKS as Karnataka CM: କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ହେବ କି?, ପୁଣି କଳ୍ପନାଜଳ୍ପନାକୁ ଖୋରାକ ଯୋଗାଇଲା…

ବେଙ୍ଗାଲୁରୁ: କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର ହୋଇଛି। କୁନିଗାଲର କଂଗ୍ରେସ ବିଧାୟକ ଏଚ୍.ଡି. ରଙ୍ଗନାଥ ବୁଧବାର କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ନେଇ ଚର୍ଚ୍ଚାକୁ ପୁଣି ଥରେ ଉଜ୍ଜୀବିତ କରିଛନ୍ତି। ସେ କହିଛନ୍ତି ଯେ ସେ ତାଙ୍କର ରାଜନୈତିକ ଗୁରୁ…

Operation Agni: ଦୀପାବଳି ପୂର୍ବରୁ ପୋଲିସର ଅପରେସନ ଅଗ୍ନି, ଜବତ ହେଲା ୧୫ ଲକ୍ଷ ଟଙ୍କାର ବାଣ

ବାଲେଶ୍ୱର: ଦୀପାବଳି ପୂର୍ବରୁ ପୋଲିସର ଅପରେସନ ଅଗ୍ନି। ସୋର ପୋଲିସକୁ ବଡ଼ ସଫଳତା। ଅପରେସନ ଅଗ୍ନିରେ ଜବତ ହେଲା ୧୫ ଲକ୍ଷ ଟଙ୍କାର ବାଣ । ହୋଟେଲ ଓ କୁକୁଡ଼ା ଫାର୍ମରୁ ମିଳିଲା ବାଲେଶ୍ବର ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ପିକଅପ୍ ଭ୍ୟାନରୁ ବାଣ ଜବତ କରାଯାଇଛି। ବାଲେଶ୍ୱର…

Asim Munir Trump Meet: ନିଜ ଦେଶରେ ହିଁ ବେଇଜ୍ଜତ୍ ହେଲେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର, ନିଜ ସାଂସଦ କହିଲେ,…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତ ଦ୍ୱାରା ପରାଜିତ ହେବା ପରେ, ପାକିସ୍ତାନ ଏବେ ଆମେରିକା ପ୍ରଶଂସାରେ ଶତମୁଖ । ରାଷ୍ଟ୍ରପତି ଟ୍ରମ୍ପ ବି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ମୁନିରଙ୍କ ପ୍ରଶଂସା ଗାନ କରୁଛନ୍ତି। ଟ୍ରମ୍ପ ପ୍ରଶଂସା ଗାନ କରୁଥିବା ବେଳେ,…

Weather Update: ବଙ୍ଗୋପସାଗରରେ ଗଭୀର ଅବପାତ: ୩ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ। ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି। ଏହା ପ୍ରଭାବରେ ପ୍ରବଳ ବର୍ଷା ହେବ। ପୁରୀ ଠାରୁ ୩ ଶହ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ଅବପାତ। ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷୀଣ ପୂର୍ବରେ…

ଆଜି ପବିତ୍ର ବିଜୟା ଦଶମୀ: ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ; ଜଳିବ ରାବଣର କୁଶପୁତ୍ତଳିକା

ପୁରୀ: ଆଜି ରାଜ୍ୟରେ ପବିତ୍ର ବିଜୟା ଦଶମୀ ଅବସରରେ ଦଶହରା ‌ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି। ଦଶହରାକୁ ନେଇ ଗାଁରୁ ସହର, ମଣ୍ଡପରୁ ପୀଠ ସବୁଠି ଉତ୍ସବ ମୁଖର । ସ୍ବତନ୍ତ୍ର ରୀତିନୀତି ଚଣ୍ଡିପାଠ ସହିତ ଜଗଜ୍ଜନନୀ ମାଆ ଦୂର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଅନ୍ୟପଟେ ଶ୍ରୀମନ୍ଦିରରେ ଆଜି…

ଏକ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍‌; ୫ ଗିରଫ

ଅନୁଗୁଳ: ସାଇବର ଠକେଇର ପର୍ଦ୍ଦାଫାସ୍‌ । ଅନୁଗୁଳ ପୋଲିସ ଏକ ବଡ଼ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ବିଜନେସ ଏବଂ ପ୍ରଫିଟ୍‌ ସେଭିଂରେ ଟଙ୍କା ଲଗାଇବାରେ ପ୍ରଲୋଭିତ କରି ଚୂନ ଲଗାଉଥିଲେ ଏହି ଠକ। ଅଭିଯୋଗ ଅନୁସାରେ ଅନୁଗୁଳରୁ ଜଣେ ବ୍ୟବସାୟୀଙ୍କ ଠାରୁ ୫୨ ଲକ୍ଷ…

ଘୋଷଣା ହେଲା ଓଡ଼ିଶା ରଣଜୀ ଟିମ୍‌; ଶୁଭ୍ରାଂଶୁ ସେନାପତି ଅଧିନାୟକ

ଭୁବନେଶ୍ବର:  ଓଡିଶା ରଣଜୀ ଦଳ ହେଲା ଘୋଷଣା । ୨୦୨୫-୨୬ ରଣଜୀ  ସିଜିନର ପ୍ରଥମ ୩ ମ୍ୟାଚ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କଲା ଓଡିଶା କ୍ରିକେଟ ସଂଘ । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଛନ୍ତି। ଘୋଷଣା ହୋଇଥିବା ଟିମ୍‌ରେ ରହିଛନ୍ତି ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ…

NCCକୁ ମିଳିଲା ନୂଆ ନେତୃତ୍ୱ.. ଲେଫ୍ଟନାଣ୍ଟ ଜେନେରାଲ ବୀରେନ୍ଦ୍ର ବତ୍ସ ହେଲେ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ବୀରେନ୍ଦ୍ର ବତ୍ସ ନ୍ୟାସନାଲ୍ କ୍ୟାଡେଟ୍ କୋର୍ପ୍ସ (National Cadet Corps-NCC)ର ନୂତନ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସାମରିକ ସେବା ସମୟରେ ସେ ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧୀ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…

ସ୍ବାମୀଙ୍କୁ ନିଃସର୍ତ୍ତ ମୁକ୍ତି ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକଙ୍କ ପତ୍ନୀ

ଲଦାଖ: ଲଦାଖର ପରିବେଶ କର୍ମୀ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଗିରଫଦାରି ପରେ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ସ୍ୱାମୀଙ୍କ ନିଃସର୍ତ୍ତ ମୁକ୍ତି ଦାବି କରିଛନ୍ତି। ଗୀତାଞ୍ଜଳି ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…