Latest Odisha News

BREAKING NEWS

Yearly Archives

2025

ପୁଣି ଶ୍ରୀମୟୀଙ୍କ ପରୋକ୍ଷ ନିଶାନା; ‘ଅଧର୍ମ ଉପରେ ଧର୍ମର ଜୟ ହେବ’

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ଅଛନ୍ତି ନେତ୍ରୀ ଶ୍ରୀମୟୀ ମିଶ୍ର । ଅଷ୍ଟମୀରେ ସେ ଆଜି ରାଜଧାନୀର ବିଭିନ୍ନ ଦୂର୍ଗାପୂଜା ପେଣ୍ଡାଲ୍ ବୁଲିଛନ୍ତି । ଏହି ଅବସରରେ ସେ ପୁଣି ବିଜେଡିକୁ ତେରଚ୍ଛା ବାଣ ମାରିଛନ୍ତି । ସେ କହିଛନ୍ତି ଅଧର୍ମ ଉପରେ ଧର୍ମର ଜୟ ହେବ, ଅସତ୍ୟ…

ଆସନ୍ତୁ ଜାଣିବା କିଏ ହେଲେ ଶାହାରୁଖ, ଅମୀର, ସଲମାନଙ୍କୁ ପଛରେ ପକାଇ ଦଶକର ଲୋକପ୍ରିୟ କଳାକାର

ମୁମ୍ବାଇ: ଇଂଟରନେଟ ମୁଭି ଡେଟାବେସ (ଆଇଏମଡିବି) ୨୫ ବର୍ଷର ଭାରତୀୟ ସିନେମାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ୧୦ ବର୍ଷ ମଧ୍ୟରେ ଭାରତର ଲୋକପ୍ରିୟ କଳାକାରଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ଅଭିନେତ୍ରୀ ଶାହାରୁଖ ଖାଁ, ସଲମାନ ଖାଁ ଓ ଅମୀର ଖାଁଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି…

ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ଘୋଷଣା ହେଲା ନୂଆ ଶୁଳ୍କ

ନୂଆଦିଲ୍ଲ: ଡାକ ବିଭାଗ ଦ୍ୱାରା ଚିଠି ଏବଂ ପାର୍ସଲର ଦ୍ରୁତ ଏବଂ ନିର୍ଭରଯୋଗ୍ୟ ବିତରଣ ପାଇଁ, ଆରମ୍ଭ ହୋଇଥିବା ସ୍ପିଡ୍ ପୋଷ୍ଟ ସେବା, ବିଗତ ସମୟରେ ଦେଶର ସବୁଠାରୁ ବିଶ୍ୱସ୍ତ ଡାକ ସେବା ଭାବେ ନିଜ ସ୍ଥାନ ସୁଦୃଢ କରିଛି । ଏହି ସେବା, ୧ ଅଗଷ୍ଟ ୧୯୮୬ ମସିହାରେ ପ୍ରଥମ କରି ଆରମ୍ଭ ହୋଇଥିଲା ।…

ଏସଆଇ ପରୀକ୍ଷା ବାତିଲ କରିବାରେ ସରକାର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି: ବିଜେଡି

ଭୁବନେଶ୍ୱର: ଓଡିଶା ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷାକୁ ଆଜି ଓପିଆରବି ଦ୍ୱାରା ସ୍ଥଗିତ ରଖାଯିବାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଛାତ୍ର ବିଜୁ ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ଗତ ୧୫ ମାସର…

ଏସିଆ କପ: ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇବା ପାଇଁ ପିସିବି, ନକଭିଙ୍କ ଉପରେ ପଡିଲା ଚାପ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ବିବାଦ ଅବସିରରେ ଭାରତକୁ ଏକ ବଡ ବିଜୟ ହାତ ଲାଗିଛି । ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଏସିଆ କପ ଟାଇଟଲ ୯ମ ଥର ପାଇଁ ହାସଲ କରିଥିଲା । ତେବେ ଟିମ ଇଣ୍ଡିଆ ପାକିସ୍ତାନ ମୂଖ୍ୟ ମୋହସୀନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବା ପାଇଁ ମନା କରି ଦେଇଥିଲା । ଏହା ପରେ…

୧୭,୭୬୨ କୋଟି ଟଙ୍କାରେ ବିକ୍ରି ହୋଇପାରେ ଆରସିବି

ବେଙ୍ଗାଲୁର: ୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଆଇପିଏଲ ଟ୍ରଫି ହାସଲ କରିବାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ଆରସିବି ଟିମ ଏବେ ବିକ୍ରି ହେବାକୁ ଯାଉଛି । ଡିଏଗୋର ସହାୟକ କମ୍ପାନୀ ୟୁନାଇଟେଡ ସ୍ପିରିଟ ଲିମିଟେଡ ତାଙ୍କ ଟିମ ଆରସିବିକୁ ବିକ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ…

କେନ୍ଦ୍ରୀୟ ବଙ୍ଗୋପସାଗରର ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଏକ ଲଘୁଚାପ କ୍ଷେତ୍ର । ଏହା ଅକ୍ଟୋବର ୧ ଅର୍ଥାତ୍ ବୁଧବାର ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି ।୩ ତାରିଖରେ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଓ…

ପାକିସ୍ତାନ ଖେଳାଳିଙ୍କ ଉପରେ ବଢ଼ିଲା କଟକଣା, ଖେଳି ପାରିବେନି ବିଦେଶୀ ଲିଗ

କରାଚୀ: ଏସିଆ କପରେ ଭାରତ ନିକଟରୁ ଫାଇନାଲରେ ହାରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ଦେଶର ଖେଳାଳିଙ୍କ ଉପରେ କଟକଣା ବଢ଼ାଇବାରେ ଲାଗିଛି । ଏବେ ବିଦେଶୀ ଟି୨୦ ଲିଗ ପାଇଁ ପିସିବି ଏନଓସି ଦେବାକୁ ମନା କରିଦେଇଛି । ଫଳରେ ସେମାନେ ଆଉ ବିଦେଶୀ ଲିଗରେ ଖେଳି ପାରିବେନି । କ୍ରିକଇନଫୋ…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ଆଖିବୁଜିଲେ ୩ଯୁବକ

ନୟାଗଡ଼: ଶାରଦୀୟ ଦୁର୍ଗାପୂଜାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଓଡଗାଁ ଥାନା ଗୋଡିପଲ୍ଲୀ ନିକଟରେ ବୁଲେଟ୍ ଏବଂ ବାଇକ୍ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୩ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଦୁଇ ବାଇକ୍ ୧୦ ଫୁଟ ଉପରକୁ ଉଠି ତଳେ…

ଜିନ୍ଦଲ ଷ୍ଟିଲର ଅନୁଗୁଳ ପ୍ଲାଣ୍ଟରେ ନୂଆ ବିଓଏଫ୍ ଆରମ୍ଭ, ବାର୍ଷିକ ଉତ୍ପାଦନ କ୍ଷମତା ୯ ମିଲିୟନ ଟନକୁ ବୃଦ୍ଧି

ଅନୁଗୁଳ: ଜିନ୍ଦଲ ଷ୍ଟିଲର ଅନୁଗୁଳ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟରେ ୨୫୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ବେସିକ ଅକ୍ସିଜେନ ଫର୍ନେସ କନଭର୍ଟରର ଶୁଭାରମ୍ଭ ହୋଇଛି । ଏହା ଦ୍ୱାରା କମ୍ପାନିର ଷ୍ଟିଲ ଉତ୍ପାଦନ କ୍ଷମତା ବାର୍ଷିକ ୩ ମିଲିୟନ ଟନ୍ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁଗୁଳ ଷ୍ଟିଲ ପ୍ଲାଣ୍ଟର…