ପୁରୀରେ ହବିଷ୍ୟାଳୀ କେନ୍ଦ୍ରରେ ହେବେ ପୋଲିସ ମୁତୟନ
ପୁରୀ: ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏହି ଅବସରରେ ପୁରୀରେ ବହୁ ମାତ୍ରାରେ ହବିଷ୍ୟାଳିମାନଙ୍କ ଆଗମନ ହେବା ସହିତ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବ । ଏହାକୁ ଦୃଷ୍ଟିରେ ହବିଷ୍ୟାଳି ମାଆମାନଙ୍କ ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା ସହ ସମସ୍ତ ହବିଷ୍ୟାଳି କେନ୍ଦ୍ରରେ ପୋଲିସ…