Latest Odisha News

BREAKING NEWS

Yearly Archives

2025

Trump’s Gaza plan: ‘ଆଶା କରୁଛି ଯୁଦ୍ଧ ଶେଷ ହେବ…’: ଗାଜା ଶାନ୍ତି ପ୍ଲାନ୍ ପାଇଁ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ସାକ୍ଷାତ ପରେ ଏହାକୁ ଏକ "ଐତିହାସିକ ଦିନ" ବୋଲି କହିଥିଲେ। ଟ୍ରମ୍ପ ତା'ପରେ ଗାଜା ସମ୍ପର୍କରେ ଏକ ୨୦-ସୂତ୍ରୀ ଚୁକ୍ତିନାମା ଉପସ୍ଥାପନ କରିଥିଲେ। ଯାହା ଗାଜାରେ ଶାନ୍ତି ଫେରାଇ ଆଣିବାକୁ…

ଟ୍ରମ୍ପଙ୍କ ଟାରିଫ ଧମାକା; ବିଦେଶୀ ଫିଲ୍ମ ଉପରେ ୧୦୦% ଶୁଳ୍କ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଆମେରିକୀୟ ଚଳଚ୍ଚିତ୍ର ଶିଳ୍ପ ଉପରେ ବିଦେଶୀ ଫିଲ୍ମର ପ୍ରାଦୁର୍ଭାବ ଥିବା ନେଇ ଉଲ୍ଲେଖ କରିଛନ୍ତି। ଏପରିକି ଏହା ଏକ ପିଲାଠାରୁ ମିଠା ଛଡ଼ାଇ ନେବା ପରି। ଏହି ଦୀର୍ଘକାଳୀନ ସମସ୍ୟାର ସମାଧାନ ପାଇଁ ଟ୍ରମ୍ପ ସମସ୍ତ…

କତାର ପ୍ରଧାନମନ୍ତ୍ରୀଙ୍କୁ ଆମେରିକାରେ କାହିଁକି ଭୁଲ ମାଗିଲେ ବେଞ୍ଜାମିନ ନେତାନ୍ୟାହୁ…

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ହ୍ୱାଇଟ୍ ହାଉସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ଅବସରରେ ସେ କତାର ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ଇସ୍ରାଏଲ ଏହି ମାସର ଆରମ୍ଭରେ ହମାସ ନେତାମାନଙ୍କୁ ଟାର୍ଗେଟ କରି…

ଭାରତୀୟ ସେନା ଶିବିରରେ ବିସ୍ଫୋରଣ, ୨ ଯବାନ ଗୁରୁତର

ଶ୍ରୀନଗର: ସୋମବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ସୁରନକୋଟ ସବ ଡିଭିଜନର ଦ୍ରାବା ଅଞ୍ଚଳରେ ଥିବା ସେନାର ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟନ ଶିବିରରେ ଏକ ସନ୍ଦେହଜନକ ବିସ୍ଫୋରଣ ଘଟିଥିଲା । ଏଥିରେ  ଭାରତୀୟ ସେନାର ଦୁଇଜଣ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି ।…

TVK rally stampede: ବିଜୟଙ୍କ ରାଲିରେ ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ …

ନୂଆଦିଲ୍ଲୀ:ତାମିଲନାଡୁର କରୁରରେ ଶନିବାର ଦିନ ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ। ଏହି ମାମଲାରେ, ବିଜୟଙ୍କ ଦଳର ଜିଲ୍ଲା ସଚିବଙ୍କୁ ଗିରଫ କରାଯାଇଛି। ସୋମବାର ରାତିରେ କରୁର-ଡିଣ୍ଡିଗୁଲ ସୀମା ନିକଟରୁ ପାର୍ଟିର କରୁର…

ଭୁବନେଶ୍ବରର ୭ଟି ସ୍ଥାନରେ ହେବ ରାବଣ ପୋଡ଼ି କାର୍ଯ୍ୟକ୍ରମ;ଜାଣନ୍ତୁ ସ୍ଥାନ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବିଜୟା ଦଶମୀ ଅବସରରେ ୭ଟି ପ୍ରମୁଖ ସ୍ଥାନରେ ‘ରାବଣ ପୋଡ଼ି ଉତ୍ସବ’ ପାଳନ ହେବ। ଟ୍ୱିନ ସିଟି କମିଶନରେଟ ପୋଲିସ ସୂଚନା ଅନୁଯାୟୀ, ନହରକଣ୍ଟା (ପାହାଳ ଥାନା), ବରମୁଣ୍ଡା (ଖଣ୍ଡଗିରି ଥାନା), କୋରଡ଼ାକଣ୍ଟା (ବଡ଼ଗଡ଼ ଥାନା), ବାଙ୍କୁଆଲ (ବଡ଼ଗଡ଼ ଥାନା),…

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶା କ୍ୟାଡରର ୨ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶାର ୨ ଜଣ ଆଇଏଏସ୍ ଅଧିକାରୀ । ୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସମର୍ଥ ବର୍ମାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ରଖାଯାଇଛି । ସେହିପରି ୨୦୧୪ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସୁଶ୍ରୀ ସ୍ୱାଧା ଦେବ ସିଂହଙ୍କୁ କେନ୍ଦ୍ରୀୟ…

ATS ହାତରେ ଧରାପଡିଲେ ୪ ସନ୍ଦିଗ୍ଧ..ରହିଛି ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ଦଳ (ATS) ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି । ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାର ଷଡ଼ଯନ୍ତ୍ର ଅଭିଯୋଗରେ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ଦଳ (ATS) କାନପୁର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚାରି ଜଣ ଙ୍କୁ ଗିରଫ କରିଛି। ଯେଉଁମାନେ…

ଅପରେଶନ ଅଗ୍ନି: ଏହି ୪ ଜିଲ୍ଲାରୁ ସର୍ବାଧିକ ବେଆଇନ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ

ଭୁବନେଶ୍ବର: ଆସନ୍ତା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ସେପ୍ଟେମ୍ବର ୧୪ ରୁ ୨୭ ଯାଏଁ “ଅଗ୍ନି” ନାମକ ବିଶେଷ ଅଭିଯାନ ଚାଲିଥିଲା । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ…

ଯୁଦ୍ଧ ଏବେ ମାସରେ ନୁହେଁ, ବରଂ ଘଣ୍ଟା ଏବଂ ସେକେଣ୍ଡରେ ମପାଯାଉଛି: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ଭାରତୀୟ ତଟରକ୍ଷୀ ବାହିନୀର ମୁଖ୍ୟାଳୟରେ ଅନୁଷ୍ଠିତ ୪୨ତମ ICG କମାଣ୍ଡର ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇଥିଲେ । ଏହି ଅବସରରେ ସୋମବାର ଦିନ ସେ କହିଛନ୍ତି ଯେ, ଯୁଦ୍ଧଗୁଡ଼ିକ ଏବେ ମାସରେ ନୁହେଁ, ବରଂ ଘଣ୍ଟା ଏବଂ ସେକେଣ୍ଡରେ ମାପ କରାଯାଉଛି ।…