Latest Odisha News

BREAKING NEWS

Yearly Archives

2025

ଜୀବନ ନେଇଯିବ ଏହି ୫ଟି ରୋଷେଇ ତେଲ ! ଜାଣନ୍ତୁ କେତେ କ୍ଷତି

ନୂଆଦିଲ୍ଲୀ: ଖାଇବା ତେଲ ବାଛିବା ପୂର୍ବରୁ ଆପଣ କଣ ଖୋଜନ୍ତି? ସ୍ୱାଦ କିମ୍ବା ସ୍ୱାସ୍ଥ୍ୟ? ଯଦି ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ତେଲ ବାଛନ୍ତି, ତେବେ ବଜାରରେ ଉପଲବ୍ଧ ଅନେକ ତେଲ ଯାହା ରକ୍ତଚାପ ନିୟନ୍ତ୍ରଣ ଏବଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଦାବି କରନ୍ତି, କିନ୍ତୁ ଏହି…

ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି: ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ଫିକା ପଡିପାରେ ଦୁର୍ଗାପୂଜା…

ଭୁବନେଶ୍ୱର: ଚଳିତବର୍ଷ ଫିକା ପଡିପାରେ ଦଶହରା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଅକ୍ଟୋବର ୧ରୁ ଉପକୂଳ ଓଡ଼ିଶା ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ । ଯାହା ଦ୍ବାରା ଦୁର୍ଗାପୂଜା ଉତ୍ସବ ଫିକା ପଡିପାରେ । ଭାରତୀୟ ପାଣିପାଗ ବିଭାଗ…

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା କାନାଡା ସରକାର

ଓଟାଓ୍ବା: କାନାଡା ସରକାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କାନାଡା ସରକାର ବିଷ୍ନୋଇ ଗ୍ୟାଙ୍ଗକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ କରିଛି । କାନାଡାର ଜନ ସୁରକ୍ଷା ମନ୍ତ୍ରୀ ଗ୍ୟାରି ଆନନ୍ଦସାଙ୍ଗରୀ ସୋମବାର ଏହି ଘୋଷଣା କରିଛନ୍ତି ।…

ଏଣିକି ସ୍କୁଲ ଓ କଲେଜରେ ପଢାଯିବ ଆୟୁର୍ବେଦ

ନୂଆଦିଲ୍ଲୀ: ସ୍କୁଲ ଏବଂ କଲେଜରେ ମଧ୍ୟ ପ୍ରାଚୀନ ଆୟୁର୍ବେଦକୁ ସାମିଲ କରାଯିବ। ଏନେଇ ଭାରତ ସରକାରଙ୍କ ତରଫରୁ ଯୋଜନା ଚାଲିଥିବା ନେଇ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପରାଓ ଯାଦବ କହିଛନ୍ତି। ତେବେ NCERT ଏବଂ UGC ଏହାକୁ ସ୍କୁଲ ଏବଂ ଉଚ୍ଚଶିକ୍ଷାରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ…

ଆପଣଙ୍କ WhatsApp ହୋଇଛି କି ହ୍ୟାକ୍ ? ଏହି ସେଟିଂ ଚେକ୍ କରନ୍ତୁ ନହେଲେ…

ନୂଆଦିଲ୍ଲୀ: ଆଜିର ଦ୍ରୁତଗତିର ଡିଜିଟାଲ ଦୁନିଆରେ WhatsApp ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ, ଡିଭାଇସ-ଲେଭେଲ ପ୍ରୋଟେକସନ ଏବଂ ଗୋପନୀୟତା-ପ୍ରଥମ ନୀତି ଭଳି ସୁବିଧା ଦେଇ ନିଜ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବାର ଦାବି କରୁଛି। କିନ୍ତୁ ବାସ୍ତବରେ ଚିତ୍ର ଅନ୍ୟ ହୋଇପାରେ। କଳ୍ପନା କରନ୍ତୁ, ଆପଣ…

ଇରାକର ଟଙ୍କା ଏତେ ଦୁର୍ବଳ ? ସେଠାକାର ଲକ୍ଷେ ଟଙ୍କା ଆମ ଭାରତରେ ମାତ୍ର….

ନୂଆଦିଲ୍ଲୀ; ଯଦି ଆପଣ ଇରାକରେ କାମ କରିବାକୁ ଚିନ୍ତା କରୁଛନ୍ତି କିମ୍ବା ସେଠାରେ ଚାକିରି କରି ଟଙ୍କା ରୋଜଗାର କରୁଛନ୍ତି, ତେବେ ସେଠାକାର ମୁଦ୍ରା ଭାରତୀୟ ଟଙ୍କା ତୁଳନାରେ କେତେ ଶକ୍ତିଶାଳୀ ତାହା ଜାଣିବା ଜରୁରୀ। ଇରାକର ମୁଦ୍ରାକୁ ଇରାକୀ ଦିନାର କୁହାଯାଏ। ଏହାର ମୂଲ୍ୟ ଭାରତୀୟ ଟଙ୍କାଠାରୁ…

Flipkart AC ଅଫର : ୧୯ ହଜାର ଟଙ୍କାରେ ମିଳୁଛି ୪୨ ହଜାର ଟଙ୍କାର ଏସି, ଆଜି ହଁ ରହିଛି ଅଫର

ନୂଆଦିଲ୍ଲୀ: ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ’ ସେଲ୍ ୨୦୨୫ରେ MarQ 0.75 ଟନ୍ ୩ ଷ୍ଟାର୍ ସ୍ପ୍ଲିଟ୍ ଇନଭର୍ଟର ଏୟାର କଣ୍ଡିସନର (AC) ଉପରେ ବଡ଼ ରିହାତି ଦିଆଯାଉଛି। ମୂଳ ମୂଲ୍ୟ ୪୨,୭୯୯ ଟଙ୍କାର ଏହି ଏସି ଏବେ ମାତ୍ର ୧୯,୪୯୦ ଟଙ୍କାରେ ଉପଲବ୍ଧ। ଏଥିରେ ୪ଟି କୁଲିଂ ମୋଡ୍, ଟର୍ବୋ ଫ୍ୟାନ୍, ୧୦…

ଏସିଆ କପ ଶ୍ରେଷ୍ଠ ଏକାଦଶରେ ଭାରତରୁ ୬ଜଣ

ଦୁବାଇ: ଏସିଆ କପ ୨୦୨୫ର ଟାଇଟଲ ଭାରତ ହାସଲ କରିଛି । ଭାରତୀୟ କ୍ରିକେଟ ଟିମ ପାକିସ୍ତାନକୁ ହରାଇ ୯ମ ଥର ପାଇଁ ଚାମ୍ପିୟନ ହୋଇଛି । ଇତି ମଧ୍ୟରେ ଏସିଆ କପରେ ପ୍ରଦର୍ଶନକୁ ନେଇ ଶ୍ରେଷ୍ଠ ଏକାଦଶ ବଛାଯାଇଛି । ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ…

ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍, ୮ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ଉପର ମୁଣ୍ଡରେ ଜାରି ରହିଛି ବର୍ଷା । ଏନେଇ ଗତ ୨୭ ତାରିଖରେ ବନ୍ଦ ହୋଇଥିବା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍ ରୁ ପୁଣି ଆଉ ଦୁଇଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଖୋଲାଯାଇଥିବା ୬ଟି ଗେଟକୁ ମିଶାଇ ବର୍ତ୍ତମାନ ମୋଟ ୮ଟି ଫାଟକ ଦେଇ ଜଳ ନିଷ୍କାସନ ଜାରି ରହିଛି । ଆସନ୍ତା ୧ ତାରିଖରେ…

India to Bhutan By Train: ପ୍ରଥମ ଥର ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଚାଲିବ ଟ୍ରେନ୍: ୨ରାଜ୍ୟକୁ ପଡ଼ୋଶୀ ଦେଶ…

ନୂଆଦିଲ୍ଲୀ:ସୀମାପାର ରେଳ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଭାରତ ଏବଂ ଭୁଟାନ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୋମବାର ଦିନ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଭାରତ ଏବଂ ଭୁଟାନ ମଧ୍ୟରେ ପ୍ରଥମ ଥର ପାଇଁ ଏପରି…