ଏସିଆ କପ ପରେ ଏବେ ଟିମ ଇଣ୍ଡିଆର ନଜର ଏହି ସିରିଜ ଉପରେ
ନୂଆଦିଲ୍ଲୀ: ଏସିଆ କପ ଫାଇନାଲରେ ପାକିସ୍ତାନ ହରାଇ ଭାରତ ଚାମ୍ପିୟନ ହୋଇଛି । ଏହା ପରେ ଟିମ ଇଣ୍ଡିଆ ତାର ପରବର୍ତୀ ଆନ୍ତର୍ଜାତୀୟ ମୁକାବିଲା ଉପରେ ନଜର ପକାଇବା ଆରମ୍ଭ କରିଛି । ଅକ୍ଟୋବର ୨ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆ ଘରୋଇ ପରିବେଶରେ ଟେଷ୍ଟ ସିରିଜ ଖେଳିବ । ଇଂଲଣ୍ଡ ବିପକ୍ଷ…