Vijay Rally Stampede: ତଦନ୍ତ ପାଇଁ ଗଠନ ହେଲା ଏନଡିଏ ପ୍ରତିନିଧିମଣ୍ଡଳ, ଭୁବନେଶ୍ୱର ସାଂସଦ ଅପରାଜିତା, ହେମା…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରତିନିଧି ଦଳ ତାମିଲନାଡୁର କରୁର ଗସ୍ତ କରିବେ ଏବଂ ଗତ ସପ୍ତାହାନ୍ତରେ ଟିଭିକେ ଦଳର ରାଲି ସମୟରେ ହୋଇଥିବା ଦଳାଚକଟା ଏବଂ ଜୀବନହାନିର ପ୍ରକୃତ କାରଣ ଅନୁଧ୍ୟାନ କରିବେ।
ବିଜେପି ସଭାପତି ଜେପି…