Latest Odisha News

BREAKING NEWS

Yearly Archives

2025

Gitanjali Angmo: ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ କିଏ? ଓଡ଼ିଶା ସହ କଣ ରହିଛି ସମ୍ପର୍କ

ଭୁବନେଶ୍ୱର: ସୋନମ ୱାଙ୍ଗଚୁକଙ୍କର ରହିଛି କି ଓଡ଼ିଶା ଲିଙ୍କ? ସାମ୍ନାକୁ ଆସିଲା ସୋନମ ୱାଙ୍ଗଚୁକଙ୍କର ପତ୍ନୀ ଗୀତାଞ୍ଜଳିଙ୍କ ଓଡିଶା ଲିଙ୍କ୍। ସୋନମ ୱାଙ୍ଗଚୁକଙ୍କର ପତ୍ନୀ ପାକ୍ ଲିଙ୍କ୍ ଅଭିଯୋଗକୁ ଖଣ୍ଡନ କରିବା ପରେ ଏହି ପ୍ରତିକ୍ରିୟା ଏବେ ଚର୍ଚ୍ଚାକୁ ଆସିଛି। ଲଦାଖର ଲେହ ହିଂସାରେ ୪…

୨୦୫୦ ସୁଦ୍ଧା ୭୫% ବଢିଯିବ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା; ଜାଣନ୍ତୁ ଭାରତରେ କେତେ ହାର…

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ୭୫% ବଢିଯିବ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା। ଦି ଲାନସେଟରେ ପ୍ରକାଶିତ ଏକ ନୂଆ ରିପୋର୍ଟ ବିଶ୍ୱକୁ କର୍କଟ ରୋଗ ବିଷୟରେ ସତର୍କ କରାଇଛି। ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ମଧ୍ୟରେ କର୍କଟ ରୋଗ ଏବଂ ମୃତ୍ୟୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ୧୯୯୦ ତୁଳନାରେ, ଆଜି…

Cuttack Durga Puja: କଟକ ଦୁର୍ଗାପୂଜା ପାଇଁ ୧୨୨ ପ୍ଲାଟୁନ ଫୋର୍ସ ମୁତୟନ

କଟକ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମାଆ ଦୁର୍ଗା। ଚଳଚଞ୍ଚଳ ପୁରପଲ୍ଲୀ। ଐତିହାସିକ ସହର ‘କଟକ’ ସହରରେ ସାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ସରିଛି। କଟକ ଦୁର୍ଗାପୂଜା ପାଇଁ ମୁତୟନ ହେବେ୧୨୨ ପ୍ଲାଟୁନ ଫୋର୍ସ। ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ ରହିବେ। ପୂଜା…

Asia Cup 2025 Trophy Controversy: କୁଆଡେ ଗଲା ଟ୍ରଫି ଓ ମେଡାଲ? ପିସିବି ଅଧ୍ୟକ୍ଷଙ୍କ ବିରୋଧରେ ହେବ କି…

ମୁମ୍ବାଇ: ୨୦୨୫ ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ଭାରତ ଫାଇନାଲ ଜିତିବା ପରେ ଟ୍ରଫି ଏବଂ ମେଡିଲା ପାଇବା ଉଚିତ ଥିଲା। କିନ୍ତୁ, ଏପରି ହୋଇନଥିଲା। ମ୍ୟାଚ ପରେ ଭାରତୀୟ ଦଳ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ନକଭିଙ୍କ ହାତରୁ ଟ୍ରଫି…

Captain Suryakumar Yadav: କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ମହାନତା, ଏସିଆ କପ୍‌ର ମ୍ୟାଚ୍ ଫି’ ଭାରତୀୟ…

ମୁମ୍ବାଇ: ମହାନତା ଦେଖାଇଲେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ। ଏସିଆ କପ୍‌ର ମ୍ୟାଚ୍ ଫି' ଭାରତୀୟ ସେନାକୁ କଲେ ସମର୍ପିତ। ପହଲଗାମ୍ ଆତଙ୍କବାଦୀ ହମ୍‌ଲାରେ ନିହତଙ୍କ ପରିବାରକୁ ଦାନ କଲେ ବିଜୟର ପୁରସ୍କାର। ରବିବାର ରାତିରେ ଦୁବାଇରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ଜିତିବା ପରେ ଯାଦବ ଏହା…

IND vs PAK: ପାକିସ୍ତାନକୁ ପରାସ୍ତ ପରେ BCCIର ବଡ଼ ଘୋଷଣା: ଟିମ୍ ଇଣ୍ଡିଆକୁ ମିଳିବ ଏତେ କୋଟି ଟଙ୍କାର ପୁରସ୍କାର

ମୁମ୍ବାଇ: ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଛି। ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍‌ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍‌ ମୁକୁଟ ଜିତିଛି। ଦଶହରା ଓ ଦୀପାବଳି ପୂର୍ବରୁ…

Sola Puja: ଷୋଡଶ ପୂଜା ବେଳେ ମହିଳାଙ୍କୁ ମା’ ବିମଳାଙ୍କ ଦର୍ଶନ ମନା, ଜାଣନ୍ତୁ କାହିଁକି..

ପୁରୀ: ଶ୍ରୀମନ୍ଦିରରେ ଦେବୀ ବିମଳାଙ୍କ ମନ୍ଦିରରେ ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା । ପରମ୍ପରା ଅନୁଯାୟୀ ଚଣ୍ଡୀପାଠ ସହ ସ୍ଵତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହେଉଛି । ଆଶ୍ୱିନ ମାସ କୃଷ୍ଣ ଅଷ୍ଟମୀ ତଥା ମୂଳାଷ୍ଟମୀରୁ ୧୬ ଦିନ ବ୍ୟାପୀ ଶୁକ୍ଲ ଅଷ୍ଟମୀ ପର୍ଯ୍ୟନ୍ତ ଏହି ବିଶେଷ ଷୋଡ଼ଶ ପୂଜା…

ହ୍ୟାଟ୍ରିକ ହାରିଲା ପାକିସ୍ତାନ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ; କଟା ଘା’ରେ ବାଜିଲା ଚୂନ

ନୂଆଦିଲ୍ଲୀ: ସୀମାରୁ ମୈଦାନ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଭାରତର ବିଜୟର ସେଲିବ୍ରେସନ ଜାରି ରହିଛି। କିଛି ମାସ ତଳେ ଅପରେସନ୍ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନର ସାମରିକ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏବେ ଭାରତୀୟ କ୍ରିକେଟ୍ ଟିମ୍ ମଧ୍ୟ ପାକିସ୍ତାନକୁ ଏସିଆ କପ୍ ୨୦୨୫ର…

ଏସିଆ କପ୍ ୨୦୨୫ ଫାଇନାଲ: ପାକିସ୍ତାନ ହାତରୁ ମ୍ୟାଚ ଛଡ଼ାଇ ଆଣିଲା ଭାରତ

ମୁମ୍ବାଇ: ଏସିଆ କପ୍ ୨୦୨୫ର ଫାଇନାଲ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇ ନବମ ଥର ପାଇଁ ମ୍ୟାଚ ଜିତିଛି। ଏହି ରୋମାଞ୍ଚକର ମ୍ୟାଚରେ ତିଲକ ବର୍ମାଙ୍କ ଦମଦାର ପାଳି ଭାରତକୁ ବିଜୟୀ କରାଇଛି। ତାଙ୍କର ଅର୍ଦ୍ଧଶତକ ପାକିସ୍ତାନ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ପାକିସ୍ତାନ ଭାରତ ଆଗରେ ୧୪୭ ରନର…