Latest Odisha News

BREAKING NEWS

Yearly Archives

2025

କୁଖ୍ୟାତ ବନ୍ଧୁକ ବେପାରୀକୁ ଗିରଫ କଲା କମିଶନରେଟ୍ ପୋଲିସ, ୧୦ଟି ସେମି ଅଟୋମେଟିକ ବନ୍ଧୁକ ଜବତ

ଭୁବନେଶ୍ୱର: ରାଜଧାନୀରୁ କୁଖ୍ୟାତ ବନ୍ଧୁକ ବେପାରୀ ଶେଖ ନଦୀମକୁ ଗିରଫ କଲା କମିଶନରେଟ ପୋଲିସ । ତା ନିକଟରୁ ୧୦ଟି ସେମି ଅଟୋମେଟିକ ବନ୍ଧୁକ , ୧୮ଟି ଜୀବନ୍ତ ଗୁଳି ଓ ୧୦ଟି ମାଗାଜିନ, ଗୋଟିଏ ମୋବାଇଲ ଫୋନ୍ ଓ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି । ଭୁବନେଶ୍ୱର-କଟକ କମିଶନରେଟ୍ ସ୍ପେଶାଲ୍…

ଶାହାରୁଖଙ୍କ ପାଖରେ କାନ୍ଦି ପକାଇଥିଲେ ୟଶ ଚୋପ୍ରା

ମୁମ୍ବାଇ: ବଲିଉଡରେ ରୋମାନ୍ସ ନେଇ ଆଲୋଚନା ହେବା ମାତ୍ରେ ୟଶ ଚୋପ୍ରାଙ୍କ କଥା ନିଶ୍ଚିତ ଭାବେ ଉଠିବ । ଅମିତାଭ ବଚ୍ଚନ, ରିଷି କାପୁର ଓ ଶାହାରୁଖଙ୍କ କ୍ୟାରିୟର ସଜାଡିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ପ୍ରତ୍ୟେକ ଫିଲ୍ମରେ ରୋମାନ୍ସର ନୂଆ ରୂପ ଦେଖିବାକୁ ମିଳିଥାଏ…

Low Pressure: ପାର୍ବଣକୁ ଫିକା କରିବ ପ୍ରବଳ ବର୍ଷା, ଆସନ୍ତା ୧ ରେ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପାର୍ବଣକୁ ଫିକା କରିପାରେ ଲଘୁଚାପଜନିତ ବର୍ଷା। ଆସନ୍ତା ୧ ତାରିଖ ବେଳକୁ ପୁଣି ଲଘୁଚାପ କ୍ଷେତ୍ର ସମ୍ଭାବନା। ୩୦ରେ ଉତ୍ତର ଆଣ୍ଡାମାନ ସାଗରରେ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ। ପ୍ରଭାବରେ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।…

ଗୃହ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି; ମଣିପୁର ସମେତ ତିନୋଟି ରାଜ୍ୟରେ AFSPA ଅବଧି ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶର କିଛି ଅଂଶରେ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଆଇନ (AFSPA)କୁ ସମ୍ପ୍ରସାରଣ କରାଯାଇଛି। ଏହି…

ବର୍ଷା ଯୋଗୁଁ ଜଳସ୍ତର ବଢୁଛି ହେଲେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଏବେ ଲଘୁଚାପ କାରଣରୁ ପ୍ରବଳ ବର୍ଷା ଲାଗି ରହିଛି । ଏହି କାରଣରୁ ଅନେକ ନଦୀରେ ଜଳସ୍ତର ବଢିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉନାହିଁ । ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ…

ଆତଙ୍କବାଦୀ ପରବିନ୍ଦର ସିଂହ ଆବୁଧାବିରୁ ଗିରଫ

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ସହିତ ଜଡିତ ଆତଙ୍କବାଦୀ ପରବିନ୍ଦର ସିଂହ ଓରଫ ପିଣ୍ଡିକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରୁ ଗିରଫ କରି ଭାରତ ଆଣିବାରେ ସଫଳତା ହାସଲ କରିଛି। ତେବେ ପଞ୍ଜାବ ପୋଲିସ ସେଣ୍ଟ୍ରାଲ…

Childbirth In Space: ଏଲିଏନ୍ ପରି ଦେଖାଯିବେ କି ମହାକାଶରେ ଜନ୍ମ ହୋଇଥିବା ଛୁଆ ?

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଦୀର୍ଘ ସମୟ ଧରି ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ଖୋଜୁଛନ୍ତି। ଏଥିପାଇଁ ମହାକାଶରେ ପରୀକ୍ଷା ନିରୀକ୍ଷା ମଧ୍ୟ ଜାରି ରଖିଛନ୍ତି । ମହାକାଶକୁ ବୁଝିବା ପାଇଁ ବୈଜ୍ଞାନିକମାନେ ନିରନ୍ତର ନୂତନ ଅଧ୍ୟୟନ କରୁଛନ୍ତି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ଉପନିବେଶ ସ୍ଥାପନ…

ବିଟକଏନ୍ ଦୁର୍ନୀତି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଇଡିର ଚାର୍ଜସିଟ୍

ମୁମ୍ବାଇ: ବିଟକଏନ୍ ଦୁର୍ନୀତି ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଚାର୍ଜସିଟ୍ ଦାଖଲ କରିଛି। ତେବେ ଏହି କାରବାରରେ ମଧ୍ୟସ୍ଥି ରହିବା ସହ ସେ ଏହାର ମାଲିକ ଥିବା ନେଇ ମଧ୍ୟ ଏଥିରେ ଉଲ୍ଲେଖ…

କନ୍ଧମାଳବାସୀଙ୍କ ପାଇଁ ଖୁସି ଖବର; ନିଜର ଅଭିଯୋଗ ନେଇ ଆଉ ଯିବାକୁ ପଡିବନି ଥାନା…

କନ୍ଧମାଳ: ନିଜର ଅଭିଯୋଗ ନେଇ ଆଉ କେହି ଥାନାକୁ ଯିବେନାହିଁ, ଘରେ ବସି ନିଜ ମୋବାଇଲେରେ ହିଁ ଅଭିଯୋଗ କରିପାରିବେ । କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଏବେ ଏହି ସୁବିଧା ଆଣିଛି ପୋଲିସ । ମୋବାଇଲ ସେବା ସାଥି ଆପ୍ ଦ୍ବାରା ହ୍ୱାଟ୍ସଆପ୍ ନମ୍ୱରରେ ଯେ କେହି ବି ଜିଲ୍ଲାର ଯେକୌଣସି ସ୍ଥାନରେ ରହି…

ମୃତ ଗ୍ରାହକଙ୍କ କ୍ଲେମ ସମାଧାନ ପାଇଁ RBI ଆଣିଲା ନୂଆ ନିୟମ; ବିଳମ୍ବ କଲେ ଦେବ କ୍ଷତିପୂରଣ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ତା'ର ଗ୍ରାହକମାନଙ୍କୁ ସୁବିଧା ଦେବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏବେ ମୃତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଲକର ଦାବି ସମାଧାନ ପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି। ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପାଇବାର ୧୫ଦିନ ମଧ୍ୟରେ ଦାବି…