କଟକରେ ଦୁର୍ଗା ପୂଜା ଭଷାଣୀ ଉତ୍ସବ ପାଇଁ ଟ୍ରାଫିକ କଟକଣା ଜାରି
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୩ରେ କଟକ ସହରରେ ଦୁର୍ଗା ପୂଜା ଭଷାଣୀ ଉତ୍ସବ ପାଳନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଯାନବାହନ ଗୁଡ଼ିକର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣଙ୍କ ସୁବିଧା ନିମନ୍ତେ କଟକ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଯାନବାହାନ ଚଳାଚଳ ଲାଗି କଟକଣା ଲାଗୁ ହେଉଛି।…