Latest Odisha News

BREAKING NEWS

Yearly Archives

2025

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍, ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ୱଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍। ବର୍ତ୍ତମାନ ୧୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଶୁକ୍ରବାର ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଶନିବାର ଦିନ ସେଥିମଧ୍ୟରୁ ୪ ଟି ଗେଟ୍ ବନ୍ଦ କରାଯାଇଛି। ଲଗାତାର ବର୍ଷା କାରଣରୁ ଶୁକ୍ରବାର ହୀରାକୁଦ…

ନବରାତ୍ରିରେ କାହିଁକି କରାଯାଏ ମା ସ୍କନ୍ଦମାତାଙ୍କ ଆରାଧନା…

ନୂଆଦିଲ୍ଲୀ: ନବରାତ୍ରିରେ ଦେବୀ ଦୁର୍ଗାଙ୍କ ନଅଟି ରୂପର ପୂଜା କରାଯାଇଥାଏ। ଏହି ନଅ ଦିନରେ ପ୍ରତ୍ୟେକ ଦିନ ଦେବୀ ଦୁର୍ଗାଙ୍କୁ ଭିନ୍ନ  ଭିନ୍ନ ରୂପରେ  ପୂଜା କରାଯାଇଥାଏ।ପଞ୍ଚମ ଦିନରେ ଦେବୀ ଦୁର୍ଗାଙ୍କ ପଞ୍ଚମ ରୂପ, ମା ସ୍କନ୍ଦମାତାଙ୍କୁ ପୂଜା କରାଯାଏ। ସ୍କନ୍ଦମାତାଙ୍କ ଅର୍ଥ ଭଗବାନ ସ୍କନ୍ଦ…

India Slams Pak PM: ଜାତିସଂଘ ଭାଷଣରେ ଖାଲି ମିଛ ହିଁ ଓଗାରିଲେ ସରିଫ୍: ଉଚିତ୍ ଜବାବ ଦେଇ ପର୍ଦ୍ଦାଫାସ୍ କଲା ଭାରତ…

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମିଳିତ ଜାତିସଂଘ ସାଧାରଣ ସଭା (UNGA)ର ୮୦ତମ ଅଧିବେଶନରେ ତାଙ୍କ ଭାଷଣରେ ପୁଣି ଥରେ ଭାରତ ବିରୋଧୀ ନିନ୍ଦା ଆରମ୍ଭ କରିଛନ୍ତି। ତାଙ୍କ ଭାଷଣ ସମୟରେ ସେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ, ଭାରତକୁ ଏକପାଖିଆ ଆକ୍ରମଣର ଅଭିଯୋଗ କରିଥିଲେ ଏବଂ…

Bareilly Violence: ବରେଲି ହିଂସା ମାମଲାରେ ବଡ଼ ଖୁଲାସା: ପାଞ୍ଚ ଦିନ ଧରି ଚାଲିଥିଲା ଯୋଜନା; ଅଭିଯୁକ୍ତଙ୍କ…

ବରେଲି: ଉତ୍ତରପ୍ରଦେଶ ବରେଲି ସହରରେ ଶୁକ୍ରବାର ନମାଜ ପରେ, ମୁସଲମାନମାନେ "ମୁଁ ମହମ୍ମଦଙ୍କୁ ଭଲ ପାଏ" ନାରା ଦେଇ ପ୍ରତିବାଦ କରିଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଲା। ଏବେ, ପୋଲିସ ଏହି ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ କହିଛି ଯେ…

ଭାରତ ହାତରେ ଜ୍ୟାକପଟ; ଗ୍ୟାସ ଭଣ୍ଡାରର ଭିଡିଓ ଜାରି କଲେ ମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତ ହାତରେ ଲାଗିଛି ଏକ ବଡ ଜ୍ୟାକପଟ। ଆଣ୍ଡାମାନ ସାଗରରେ ୩୦୦ ମିଟର ଗଭୀରରେ ଲୁଚି ରହିଥିବା ଏକ ଗ୍ୟାସ ଭଣ୍ଡାର ଠାବ ହୋଇଛି। ଏହା ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ପ୍ରମୁଖ ସଫଳତା ହେବ। ଆଣ୍ଡାମାନ ସାଗରରେ ଅବସ୍ଥିତ ଶ୍ରୀ ବିଜୟପୁରମ ୨ରେ ପ୍ରାକୃତିକ ଗ୍ୟାସ ଭଣ୍ଡାର…

Rahul Gandhi South America tour: ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ, କଂଗ୍ରେସ ପ୍ରକାଶ କଲା ସମ୍ପୂର୍ଣ୍ଣ ଯାତ୍ରା…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦକ୍ଷିଣ ଆମେରିକା ଗସ୍ତ ପାଇଁ ବାହାରିଛନ୍ତି। କଂଗ୍ରେସ ନେତା ପବନ ଖେଡା ଶନିବାର ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି। ସେ ଟ୍ୱିଟରରେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏହି ଗସ୍ତ ସମୟରେ ରାଜନୈତିକ ନେତା ଏବଂ ଛାତ୍ରମାନଙ୍କ ସହ…

ଆଜି ସ୍ୱତନ୍ତ୍ର ଓଟିଇଟି; ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେଉଛି। ପ୍ରାୟ ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଉଛନ୍ତି। ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଉଛନ୍ତି। ସାରା ରାଜ୍ୟରେ ଲଘୁଚାପ…

ଅବପାତର ରୂପ ନେଲା ଲଘୁଚାପ, ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି 

ଭୁବନେଶ୍ବର: ଲଘୁଚାପ ଅବପାତର ରୂପ ନେଇଛି। ଉତ୍ତରପଶ୍ଚିମ ଓ ପାଶ୍ବବର୍ତ୍ତୀ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ଅବପାତରେ ପରିଣତ ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।…

ନବରାତ୍ରିରେ କାହିଁକି ବୁଣା ଯାଏ ଯଅ, ଜାଣନ୍ତୁ କଣ ରହିଛି ମାହାତ୍ମ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ୧ରେ ମହାନବମୀରେ କନ୍ୟା ପୂଜନ ସହିତ ଶେଷ ହେବ ନବରାତ୍ରି। ଏହି ସମୟରେ ଦେବୀ ଦୁର୍ଗାଙ୍କ ନଅଟି ରୂପକୁ ବିଧିବଦ୍ଧ ଭାବରେ ପୂଜା କରାଯାଇଥାଏ।ଏହି ସମୟରେ ଲୋକମାନେ ସେମାନଙ୍କ ଘରେ ଅଖଣ୍ଡ ଦୀପ ଜଳାଇ ଦେବୀ ଦୁର୍ଗାଙ୍କୁ ପୂଜା କରିଥାନ୍ତି। ଏହି ଅବସରରେ ପୂଜା ଏବଂ ଉପବାସ…

ଆସିଲା ତାରିଖ; ଏହି ଦିନରୁ RI, ICDS ସୁପରଭାଇଜର,ଅମିନ ପାଇଁ ହେବ ପ୍ରିଲିମନାରୀ ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନଆୟୋଗ (OSSSC) ଦ୍ୱାରା ପରିଚାଳିତ RI, ଏଆର୍‌ଆଇ, ଅମିନ ଓ ICDS ସୁପରଭାଇଜର ପଦ ପାଇଁ ପ୍ରିଲିମିନାରି ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ। ସବୁ ଜିଲ୍ଲାରେ ଅକ୍ଟୋବର ୮ରୁ ନଭେମ୍ବର ୧୩ ମଧ୍ୟରେ ହେବ ପ୍ରିଲିମନାରୀ ପରୀକ୍ଷା ହେବ । ଶୁକ୍ରବାର ଆୟୋଗ…