ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ; କାର୍ଯ୍ୟକାରୀ ହେବ ହୋମ୍ ଷ୍ଟେ ପ୍ରତିଷ୍ଠା ଯୋଜନା
ଭୁବନେଶ୍ବର:ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ । ବଢ଼ିବ ରୋଜଗାର । ରାଜ୍ୟରେ କାର୍ଯ୍ୟକାରୀ ହେବ ହୋମ୍ ଷ୍ଟେ ପ୍ରତିଷ୍ଠା ଯୋଜନା । ୨୦୨୯-୩୦ ଆର୍ଥିକ ବର୍ଷ ଯାଏଁ କାର୍ଯ୍ୟକାରୀ ହେବ ।
ଏହି ଯୋଜନାର ଲକ୍ଷ୍ୟ ହେଉଛି ଓଡ଼ିଶାର ଗ୍ରାମୀଣ ଏବଂ କମ୍ ଜଣାଶୁଣା ସ୍ଥାନଗୁଡ଼ିକରେ ହୋମ…