Latest Odisha News

BREAKING NEWS

Yearly Archives

2025

ଆଗାମୀ ନିର୍ବାଚନ ତାଲିକାର ଏସଆଇଆର୍-୨୦୨୬ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଗାମୀ ନିର୍ବାଚନ ତାଲିକାର ବିଶେଷ ସଘନ ସଂଶୋଧନ (SIR), ୨୦୨୬ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ…

ସୋସିଆଲ ମିଡିଆରେ ମୁହାଁମୁହିଁ ହେଲେ ବୁମରାହ ଆଉ କୈଫ

ନୂଆଦିଲ୍ଲୀ: ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଓ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି । କୈଫ ତାଙ୍କ ଏକ୍ସ ଆକାଂଉଟରେ ବୁମରାହଙ୍କ ସମ୍ପର୍କରେ କିଛି ଲେଖିଥିଲେ ଯାହା ଭାରତର ପେସ ବୋଲରଙ୍କୁ ଖରାପ ଲାଗିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ବୁମରାହ…

ଭୋର ୫ଟା ୩୦ରେ ରିଲିଜ ହେଲା ଓଡିଆ ଫିଲ୍ମ ‘ଚାରିଧାମ’

ଭୁବନେଶ୍ବର: ଆଜି ରିଲିଜ ହୋଇଛି ଓଡିଆ ଫିଲ୍ମ ଚାରିଧାମ । ଭୋର ୫ଟା ୩୦ରେ କଟକ ବୃନ୍ଦାବନ ସିନେମା ହଲରେ ରିଲିଜ ହୋଇଛି । ଏତେ ସକାଳୁ ଫିଲ୍ମ ରିଲିଜ ହେବାର କାରଣ ନେଇ ଦର୍ଶକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ମହାରାଜାରେ ସ୍କ୍ରିନିଂ ପରେ ଆଜି କଟକରେ ଭୋର ସମୟରୁ ଚାଲିଥିଲା…

ସୂର୍ଯ୍ୟକୁମାରଙ୍କ ଜରିମାନା ବାବଦକୁ କଟିଲା ୩୦ ପ୍ରତିଶତ ମ୍ୟାଚ ଫି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଦଣ୍ଡାଦେଶ କରିଛନ୍ତି । ଜରିମାନା ବାବଦକୁ ତାଙ୍କର ୩୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ଗ୍ରୁପ ପର୍ଯ୍ୟାୟ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ଭାରତ ବିଜୟ ହାସଲ କରିବା ପରେ ସୂର୍ଯ୍ୟକୁମାର ଏହାକୁ…

Flash Flood: ୧୭ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ…

ଭୁବନେଶ୍ୱର: ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍‌ସ ମାଧ୍ୟମରେ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି । ସୂଚନା ଯୋଗ୍ୟ ଯେ ଭାରତୀୟ ପାଣିପାଗ…

୧୮ ବର୍ଷ ହେବ ଫାଇନାଲରେ ପାକିସ୍ତାନକୁ ହରାଇ ପାରିନି ଟିମ ଇଣ୍ଡିଆ

ଦୁବାଇ: ଏସିଆ କପ କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟମ୍ବର ୨୮ରେ ଖେଳାଯିବ । ଲିଗ ଓ ସୁପର ଫୋରରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିଲେ ମଧ୍ୟ ଫାଇନାଲ ନେଇ ପ୍ରଶଂସକ ଚିନ୍ତାରେ ଅଛନ୍ତି । ୧୮ ବର୍ଷ ହେବ ପାକିସ୍ତାନକୁ କୌଣସି…

Bareilly Violence: ନମାଜ ପରେ ବିଶୃଙ୍ଖଳା ସୃଷ୍ଟି, ଭଙ୍ଗାରୁଜା କରୁଥିବା ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠିଚାର୍ଜ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଛି। ‘I love Muhammad’ ପୋଷ୍ଟର ବିବାଦକୁ ନେଇ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଆଇଏମସି ମୁଖ୍ୟ ମୌଲାନା ତୌକିର ରଜା ଏହି ପ୍ରତିବାଦର ଆହ୍ୱାନ ଦେଇଥିଲେ। ପୋଲିସ ପ୍ରଦର୍ଶନକାରୀଙ୍କୁ ବୁଝାଇବାକୁ…

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ୨୬୪୪ଟି ଆବେଦନ ପଞ୍ଜିକୃତରୁ ୨ ଶହ କଟିଲେ

ପୁରୀ: ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ରେ ଶେଷ ହେବ କାର୍ତ୍ତିକ ବ୍ରତ । ଏହି ସମୟରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପୁରୀରେ ଲାଗିବ ହବିଷ୍ୟାଳୀଙ୍କ ପ୍ରବଳ ଭିଡ । ଏହି ପ୍ରରିପେକ୍ଷୀରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପ୍ରଶାସନ ପାଖରେ ୨୬୪୪ଟି ଆବେଦନ…

ଓସିଏସ୍‌ ପରୀକ୍ଷା-୨୦୨୩ ଫଳ ପ୍ରକାଶ, ପ୍ରିୟାଂଶୁ ପାଲ ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ । ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଏହି ପରିକ୍ଷାରେ ମୋଟ ୩୮୯ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ଟପ୍ପର ହୋଇଛନ୍ତି ପ୍ରିୟାଂଶୁ ପାଲ୍‌ । ଶ୍ରେଷ୍ଠ ୧୦ ସ୍ଥାନରେ କେବଳ ଜଣେ ମାତ୍ର…

ନକଲି ଆଇପିଏସକୁ ବାନ୍ଧିଲା ଅସଲି ପୋଲିସ, ବିପୁଳ ମାତ୍ରାରେ ଚୋରି ସାମଗ୍ରୀ ଜବତ

ଭଦ୍ରକ: ବିଭିନ୍ନ ରାଜ୍ୟରେ ପ୍ରବେଶ କରି ପୋଲିସର ପରିଚୟ ଦେଇ ରହୁଥିବା ଏକ ନକଲି ପୋଲିସକୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଗିରଫ ନକଲି ପୋଲିସ ଜଣକ ହେଲା ରାହୁଲ ସିଂ ରାଣାବତ । ତା ନିକଟରୁ ନକଲି ବନ୍ଧୁକ, ବିଭିନ୍ନ ରାଜ୍ୟର ପୋଲିସ ଡ୍ରେସ, ରେଲୱେ ପୋଲିସର ଡ୍ରେସ ଏବଂ…