Latest Odisha News

BREAKING NEWS

Yearly Archives

2025

ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକ: ପାଞ୍ଚ ବର୍ଷୀୟ ଭିଜନ ପ୍ଲାନ ଅନୁମୋଦିତ

ଭୁବନେଶ୍ୱର: ରାଜ୍ୟରେ ଔଷଧୀୟ ଉଦ୍ଭିଦର ସୁରକ୍ଷା, ଚାଷ, ପ୍ରଚାର ଓ ବାଣିଜ୍ୟୀକରଣକୁ ଉନ୍ନତ କରିବାରେ କାର୍ଯ୍ୟରତ ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନସ୍ଥ ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା…

ଲଗାଣ ବର୍ଷାକୁ ନେଇ ସତର୍କ ରହିବାକୁ ଏସ୍‌ଆରସିଙ୍କ ପରାମର୍ଶ

ଭୁବନେଶ୍ୱର: ସମ୍ଭାବ୍ୟ ଅବପାତଜନିତ ବର୍ଷା ନେଇ ସତର୍କ କରାଇଲେ SRC। VCରେ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହେଲେ SRC। ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା,…

୩ ଦିନରେ ୫୪ ଲକ୍ଷ ଉର୍ଦ୍ଧ୍ବ ଟଙ୍କା ଜରିମାନା ଆଦାୟ;୩୪୯୪ ଇ-ଚାଲାଣ ଜାରି

ଭୁବନେଶ୍ୱର:ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି । ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ…

Sonam Wangchuk: ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ବାତିଲ, ବିଦେଶୀ ପାଣ୍ଠି ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଲେହ-ଲଦାଖ ହିଂସାର ପ୍ରତିକ୍ରିୟାରେ ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ କରିଛନ୍ତି। ଲେହ ହିଂସା ପରେ ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ର ସରକାର FCRA…

Maoists surrender: ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୦ ନକ୍ସଲ

ରାଞ୍ଚି: ଝାଡ଼ଖଣ୍ଡର ଚାଇବାସାରେ ଦଶ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ଝାଡ଼ଖଣ୍ଡ ପୋଲିସ ଏବଂ ସିଆରପିଏଫ ଦ୍ୱାରା ଆୟୋଜିତ ସିପିଆଇ-ମାଓବାଦୀ ଗଣ ଆତ୍ମସମର୍ପଣ କାର୍ଯ୍ୟକ୍ରମ ସମୟରେ ଆତ୍ମସମର୍ପଣ କରିଛନ୍ତି। ଏଥିରେ ଛଅ ଜଣ ପୁରୁଷ ଏବଂ ଚାରି ଜଣ ମହିଳା ଅଛନ୍ତି। ଆତ୍ମସମର୍ପଣ…

ଓଡିଶାରେ ଆୟୋଜିତ ହେବ ଏସୀୟ ଟେବୁଲ ଟେନିସ ଟିମ ଚାମ୍ପିୟନଶିପ, ଅଂଶଗ୍ରହଣ କରିବେ ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ଆଇଟିଟିଏଫ ଏଟିଟିୟୁ ଏସୀୟ ଟେବୁଲ ଟେନିସ ଟିମ ଚାମ୍ପିୟନଶିପ ଆୟୋଜିତ ହେବାକୁ ଯାଉଛି । ଅକ୍ଟୋବର ୧୧ରୁ ୧୫ ପର୍ଯ୍ୟନ୍ତ ଏହା କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ସ ସେଂଟରରେ ଖେଳାଯିବ । ଆନ୍ତର୍ଜାତୀୟ ଟେବୁଲ ଟେନିସି ମହାସଂଘ, ଭାରତୀୟ ଟିଟି ମହାସଂଘ, ଏସିଆନ…

ଓଡ଼ିଶାକୁ ୧,୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସଂଯୋଗୀକରଣ ବୃଦ୍ଧି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୧,୭୦୦ କୋଟିରୁ ଅଧିକ ମୂଲ୍ୟର ତିନୋଟି ପ୍ରମୁଖ ରେଳ ପ୍ରକଳ୍ପ ଉପହାର ଦେବେ। ଏହି ପଦକ୍ଷେପଗୁଡ଼ିକ ଯାତ୍ରୀ ସୁବିଧା…

‘ଦୋସ୍ତାନା ୨’ରୁ ଆଉଟ୍ କାର୍ତିକ ଆର୍ଯ୍ୟନ; ଜାଣନ୍ତୁ କିଏ ମାରିଲେ ଏଣ୍ଟ୍ରି…

ମୁମ୍ବାଇ: 12 ଫେଲ୍ ପାଇଁ ପ୍ରଥମ ଜାତୀୟ ପୁରସ୍କାର ଜିତିଥିବା ବିକ୍ରାନ୍ତ ମେସି ତାଙ୍କର ପ୍ରଥମ ଧର୍ମା ପ୍ରୋଜେକ୍ଟ ମଧ୍ୟ ପାଇଯାଇଛନ୍ତି। ଏକ ସାକ୍ଷାତକାରରେ ବିକ୍ରାନ୍ତ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ସେ କହିିଛନ୍ତି ଯେ ସେ ଦୋସ୍ତାନା ୨ରେ ଫ୍ୟାନ୍ସଙ୍କୁ ଦେଖାଦେବେ। ନିଜର ଦମଦାର ଅଭିନୟ…

ଭାରତୀୟ ବାୟୁସେନାରେ ସାମିଲ ହେବ ୯୭ ତେଜସ Mk1A

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା HAL ସହିତ ୬୨୩୭୦କୋଟି ମୂଲ୍ୟର ୯୭ଟି ତେଜସ Mk1A ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଥିବା ଜଣାପଡ଼ିଛି। ଯେଉଁଥିରେ ଉନ୍ନତ ଧରଣର AESA (FCR) ଏବଂ EW ସିଷ୍ଟମ ଅନ୍ତର୍ଭୁକ୍ତ ରହିବ। ଏଥିସହିତ ଏଥିରେ ଇଲେକ୍ଟ୍ରୋନିକ୍ ୱାରଫେୟର ମଧ୍ୟ ଲଗାଯିବ। ଯାହା ଦ୍ୱାରା…

BJD Pada Yatra: ଏଥର ମାସେ ହେବ ବିଜେଡି ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ବିଜେଡି ଜନସମ୍ପର୍କ ପଦଯାତ୍ରା ପ୍ରାରମ୍ଭିକ ବୈଠକରେ ନିଷ୍ପତ୍ତି। ଏଥର ମାସେ ହେବ ପଦଯାତ୍ରା। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ଯାଏଁ ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ସରକାରଙ୍କ ବିରୋଧରେ ଯେଉଁ ଅସନ୍ତୋଷ ଅଛି, ତାହାର ବାର୍ତ୍ତା ଗଣତନ୍ତ୍ରିକ…