Odisha Vigilance: ଭିଜିଲାନ୍ସ ଜାଲରେ ୨ ଅଧିକାରୀ, ୧୮ ଲକ୍ଷ ସରକାରୀ ପାଣ୍ଠି ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର…
ଭୁବନେଶ୍ବର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ନୂଆପଡାର ପୂର୍ବତନ ସିଡିଭିଓ ତ୍ରିଲୋଚନ ଧଳ ଏବଂ ନୂଆପଡାର ପରିସଂଖ୍ୟାନ ଗଣନାକାରୀ, ଓ/ଓ ସିଡିଭିଓ ଅଶୋକ କୁମାର ଦାଉ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।
ଜାତୀୟ ଜଳବାୟୁ ପରିବର୍ତ୍ତନ ଅନୁକୂଳନ ପାଣ୍ଠି (ଏନଏଏଫସିସି) ଅଧୀନରେ…